ଚାଷୀଙ୍କୁ ରାହା ଦେଖାଉଛି ଓଡ଼ିଶା ମିଲେଟ୍ ମିସନ୍
ଭୁବନେଶ୍ବର : କପା ଚାଷ କରି ଭଲ ଦି’ ପଇସା ରୋଜଗାର କରୁଥିଲେ ବଲାଙ୍ଗୀର ଜିଲ୍ଲାର ଗୋପାଳ ବିଶି। କିନ୍ତୁ କିଛି ବର୍ଷ ହେଲା, ଉତ୍ପାଦନ କମିବା ସହ ଚାଷ ବାବଦ ଖର୍ଚ୍ଚ ବଢ଼ିବାରୁ ସେ ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ତାଙ୍କ ଜେଜେ, ଅଜା କରୁଥିବା ମିଲେଟ୍ ଚାଷ ଆଡ଼କୁ ସେ ମୁହାଁଇଥିଲେ। ସୌଭାଗ୍ୟକୁ ଏହା ଏବେ ତାଙ୍କ ପାଇଁ ବରଦାନ ପାଲଟିଛି। ହେକ୍ଟର୍ ହିସାବରେ ଉତ୍ପାଦନ ସହ ଆୟ ମଧ୍ୟ ବଢ଼ିଛି। ଗୋପାଳ ଏକରେ […]









