ଭିନ୍ନ ମୋଡ଼ ନେଇପାରେ ଓକିଲ ଆନ୍ଦୋଳନ: ନୂଆ ବର୍ଷରେ ସିଏସିର ନୂଆ ନିଷ୍ପତ୍ତି!
ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ବେଳେ ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାକୁ କେନ୍ଦ୍ରକରି ଏବେ ସମ୍ବଲପୁରରେ କୋର୍ଟଗୁଡ଼ିକରେ ଅଚଳାବସ୍ଥା ଜାରି ରହିଛି। ତେବେ, ସୁପ୍ରିମ୍ କୋର୍ଟଙ୍କ କଡ଼ା ଅଭିମୁଖ୍ୟ, ଓକିଲ ସଂଘର ସଦସ୍ୟମାନଙ୍କ ମନୋଭାବ ଓ ସର୍ବୋପରି ଅଂଚଳବାସୀଙ୍କ ଚିନ୍ତାଧାରାକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି)ର ଗମ୍ଭୀରତାର ସହିତ ବିଚାରବିମର୍ଶ କରୁଛି। ଏଭଳି ସ୍ଥିତିରେ ସିଏସି ନୂଆ ବର୍ଷରେ ସମ୍ବଲପୁରରେ ଜାରି ରହିଥିବା ଓକିଲ ଆନ୍ଦୋଳନ […]









