ଷ୍ଟେଟ୍ ବ୍ୟାଙ୍କ, ଏଲ୍ଆଇସିକୁ ମିଳିବେ ନୂଆ ମୁଖ୍ୟ
ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ନେତୃତ୍ବରେ ୨୦୨୩ରେ ପରିବର୍ତ୍ତନ ହେବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ବଦଳିବେ। ବର୍ଷର ପ୍ରଥମ ତିନି ମାସରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମଧ୍ୟ ବଦଳିବେ। ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପଦରୁ ଦୀନେଶ ଖାରା ୨୦୨୩ ଅକ୍ଟୋବର ୬ରେ ଅବସର ନେବେ। ସେହିପରି ଏଲ୍ଆଇସି ଅଧ୍ୟକ୍ଷ […]









