ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୩୮ ଜଣ । ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ବୌଦ୍ଧରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୬୮, ସମ୍ବଲପୁରରୁ ୧୬, ପୁରୀରୁ ୧୪, ଜଗତସିଂହପୁରରୁ […]

କଳା ଓ ସଂସ୍କୃତି ଧର୍ମ

ଶରତ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ: ଦୂର ହେବ ରୋଗ-ବ୍ୟାଧି, ପ୍ରାପ୍ତ ହେବ ଧନ-ସମ୍ପତି

ଭୁବନେଶ୍ୱର ୧୮/୧୦ : ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମା ତିଥିରେ ବିଶେଷ ମହତ୍ତ୍ୱ ରହିଛି। ଶରତ ପୂର୍ଣ୍ଣିମା ଜାଗ୍ରତ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା। ପାଞ୍ଜି ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୯ ହେଉଛି ଅଶ୍ୱିନ୍ ମାସ ପୂର୍ଣ୍ଣିମା ଅର୍ଥାତ୍ ଶରତ ପୂର୍ଣ୍ଣିମା। ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୃଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଘରୋଇ କ୍ଷେତ୍ରରେ ନିଯୁକ୍ତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବିଶେଷ ପ୍ରସଙ୍ଗ ନେଇ ଅଧିକାରୀଙ୍କ ସହ କଥା ହେବେ। ମିଥୁନ: ଘରେ ସୁଖଦ ପରିବେଶ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। କାରବାରରେ ଲାଭର ଅବସର ପାଇବେ। ଛାତ୍ରଛାତ୍ରୀଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଏହି କାରଣରୁ ଭାଙ୍ଗିଯାଇଥିଲା ଐଶ୍ୱର୍ଯ୍ୟା-ସଲମାନଙ୍କ ସମ୍ପର୍କ..

ନୂଆଦିଲ୍ଲୀ ୧୯/୧୦: ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି କୋଟି କୋଟି ହୃଦୟରେ ସ୍ଥାନ ପାଇଥିଲା। ଏହି ଫିଲ୍ମର ସୁଟିଂ ସମୟରେ ସଲମାନ ଏବଂ ଐଶ୍ୱର୍ଯ୍ୟା ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ହୃଦୟ ଦେଇ ବସିଥିଲେ। କିନ୍ତୁ ସମୟ ସହିତ ଉଭୟଙ୍କ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା ଏବଂ ଆଜି ପରିସ୍ଥିତି ଏପରି ହୋଇଯାଇଛି ଯେ ଉଭୟ ପରସ୍ପରର ନାମ ଶୁଣିବାକୁ ପସନ୍ଦ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ଆର୍ୟନ ଖାନଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି ? ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲା ଶିବସେନା

ମୁମ୍ବାଇ ୧୯।୧୦: କ୍ରୁଜ୍ ଡ୍ରଗ୍ସ କେସ୍‌ରେ ଗିରଫ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲା ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। ଏହି କେସ୍ ରାଜନୈତିକ ରୂପ ମଧ୍ୟ ନେଇ ସାରିଛି। ଏବେ ଶିବସେନା ନେତା କିଶୋର ତିଓ୍ଵାରୀ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ଆର୍ୟନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନସିବି) ପ୍ରତିଶୋଧ ଭାବନାରେ କାମ କରୁଥିବା ସେ କହିଛନ୍ତି। ଶିବନେତା ନେତା ନିଜର ଯାଚିକାରେ ଏନସିବି […]

ଖେଳ ଦେଶ ବିଦେଶ

ପାକିସ୍ତାନ ବିପକ୍ଷରେ କେମିତି ରହିବ ଭାରତର ବ୍ୟାଟିଂ କ୍ରମ ? ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ସ୍ପଷ୍ଟ ହେବ ଚିତ୍ର

ଦୁବାଇ : ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ। ସମଗ୍ର ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏହି ମହା ମୁକାବିଲା ଉପରେ ରହିଛି। ପାକିସ୍ତାନୀ ବୋଲିଂ ଆକ୍ରମଣ ଏବଂ ୟୁଏଇର ଓ୍ଵିକେଟ୍‌କୁ ଦୃଷ୍ଟିରେ ରଖି ଭାରତର ବ୍ୟାଟିଂକ୍ରମ କେମିତି ରହିବ, ଏହା ଭାରତର ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ସ୍ଥିର ହୋଇଯିବ। ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ ବୁଧବାର ଭାରତୀୟ […]

ଦେଶ ବିଦେଶ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାତ୍ର ୧୫ ଦିନ ଛୁଟିରେ ପ୍ରସ୍ତୁତି କଲେ : ବନିଗଲେ ଆଏଏସ୍

କନକ ବ୍ୟୁରୋ: ଚାକିରିରୁ ନେଲେ ମାତ୍ର ୧୫ ଦିନର ଛୁଟି । ଆଉ ଏତିକି ଦିନର ପ୍ରସ୍ତୁତିରେ ହେଲେ ଆଇଏଏସ୍ । ଆମେ କହୁଛୁ ସୁରଟର କାର୍ତ୍ତିକ ଜିବାନୀଙ୍କ କଥା । ଆଇପିଏସ୍ ଥିଲେ କାର୍ତ୍ତିକ । ହେଲେ ଆଇଏଏସ୍ ପ୍ରତି ଥିବା ତାଙ୍କ ମୋହ ଯାଇନଥିଲା । କିନ୍ତୁ ବ୍ୟସ୍ତପୂର୍ଣ୍ଣ ଆଇପିଏସ୍ ଚାକିରିରୁ ନେଇଥିଲେ ମାତ୍ର ୧୫ ଦିନର ଛୁଟି ।ଏତିକି ମାତ୍ର୍ର ଦିନରେ କରିଥିଲେ ଆଇଏଏସ୍ ପାଇଁ ପ୍ରସ୍ତୁତି ।ଆଉ ୟୁପିଏସସିରେ ଅଧିକାର କଲେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ

୭୦ ପ୍ରତିଶତ ଲୋକଙ୍କର ଇମ୍ୟୁନିଟି ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ବିଏମସି ଶୀତଦିନିଆ କଟକଣା ଲାଗୁ କରିଥିବା ବେଳେ ଏହାକୁ ନେଇ ବିରୋଧ ଦେଖାଦେଇଛି। ତେବେ ବିଏମସିର ଏଭଳି ପଦକ୍ଷେପକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଉଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରଥମେ ଜୀବନ, ତାପରେ ମେଳା ମହୋତ୍ସବ। କୋଭିଡ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ସେଠାରେ ସତର୍କତାମୂଳକ ପଦକ୍ଷେପ ନେବେ। […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସ୍ୱିମ୍‌ସୁଟରେ ମୋନାଲିସାଙ୍କ ସୁନ୍ଦର ଅନ୍ଦାଜ, କିଛି ମିନିଟ୍ ରେ ଭାଇରାଲ୍ ହେଲା ସୁନ୍ଦରୀଙ୍କ ସୁନ୍ଦର ଫଟୋ

ନୂଆଦିଲ୍ଲୀ ୦୫/୧୦: ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁନ୍ଦର ତଥା ବୋଲ୍ଡ ଅଭିନେତ୍ରୀ ମୋନାଲିସା ଏବେ ଦେଶ ବାହାରେ ତାଙ୍କ ଭ୍ୟାକେସନ୍ ଏଞ୍ଜଏ କରୁଛନ୍ତି। ସମ୍ପ୍ରତି, ମୋନାଲିସା ପ୍ରଶଂସକଙ୍କ ସହ ସ୍ୱିମ୍ ସୁଟ୍ ରେ ଅନେକ ଫଟୋ ସେୟାର କରିଛନ୍ତି। ମୋନାଙ୍କ ସ୍ୱତନ୍ତ୍ର ଷ୍ଟାଇଲ୍ ଦେଖି ପ୍ରଶଂସକ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମୋନାଲିସା ଲେଖିଛନ୍ତି, “ନୂତନ ମାସ, ନୂତନ ଆରମ୍ଭ, ନୂତନ ମାନସିକତା, ନୂତନ ଧ୍ୟାନ, ନୂତନ ଫଳାଫଳ। ହ୍ୟାଲୋ ଅକ୍ଟୋବର।” ଅଭିନେତ୍ରୀଙ୍କ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆଖି ତଳେ ପଡୁଛି କି କଳା ଦାଗ ? ଆପଣାନ୍ତୁ ଘରୋଇ ଉପଚାର..

ନୂଆଦିଲ୍ଲୀ ୦୨/୧୦ : ମଣିଷର ଶରୀର ସୁସ୍ଥ ରହିଲେ ସବୁ କିଛି ଠିକ୍ ରହିଥାଏ । ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସମ୍ବେଦନଶୀଳ ବା ସୌନ୍ଦର୍ଯ୍ୟମୟ ଅଙ୍ଗ ହୋଇଥାଏ। ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇ ପାରିବା । କାହିଁକ ନା କାମ କାର୍ଯ୍ୟର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ […]