ଓମିକ୍ରନ୍ ଅଧିକ ସଂକ୍ରମଣ କରିବ, କିନ୍ତୁ ଗୁରୁତର ନୁହେଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର ୦୩।୦୧: ଯେଉଁମାନେ ବିଦେଶରୁ ଫେରୁଛନ୍ତି । ସେମାନଙ୍କର ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରବିବାର ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍ଟମ୍ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍ଟମ୍ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ […]
