ଦେଶ ବିଦେଶ ସ୍ୱାସ୍ଥ୍ୟ

କମୁଛି ସଂକ୍ରମଣ କୋହଳ ହେଲା କଟକଣା, ଜାଣନ୍ତୁ ଦିଲ୍ଳୀରେ କଣ ଖୋଲା କଣ ବନ୍ଦ

ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ସରକାର ରାଜ୍ୟରେ ଲାଗିଥିବା କରୋନା କଟକଣା କୋହଳ କରିଛନ୍ତି । ଏନେଇ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ତରଫରୁ ଗୁରୁବାର ଏକ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ମୁତାବକ ଏବେ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଓ ବଜାରରେ ଅଡ-ଇଭନ ସିଷ୍ଟମ ସମାପ୍ତ ହେବ । ଅନ୍ୟପଟେ ଏବେ ବି ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ସେହିଭଳି ୫୦ ପ୍ରତିଶତ […]

ରାଜ୍ୟ ସ୍ୱାସ୍ଥ୍ୟ

ରୋଗ ଛଡ଼ାଇନେଲା ଜୀବିକା, ସରୁନି ସୁଧୀରଙ୍କ ଜୀବନ ଯନ୍ତ୍ରଣା

ବ୍ରହ୍ମଗିରି: ବୟସ ମାତ୍ର ୩୪। କାନ୍ଧରେ ରହିଛି ଅନେକ ବୋଝ। ନିଜର ଚାରି ପ୍ରାଣୀ କୁଟୁମ୍ବ ଚଳାଇବାକୁ ଯାଇଥିଲେ ସୁଦୁର ଗୁଜରାଟ। ଆଉ ସେହିଠାରେ ଆରମ୍ଭ ହୋଇ ଯାଇଥିଲା ଜୀବନ ଯନ୍ତ୍ରଣା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ମୂହୁର୍ତ୍ତରେ ନିଜେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚାରିପ୍ରାଣୀ କୁଟୁମ୍ବ କିଭଳି ବ‌ଞ୍ଚିବେ ସେ ନେଇ ଚିନ୍ତାରେ ପ୍ରତିଦିନ ସଢୁଛନ୍ତି ସୁଧିର ବରାଳ। ବ୍ରହ୍ମଗିରି ଥାନା ରେବଣାନୂଆଗାଁର ସୁଧୀର ବରାଳଙ୍କ ବୟସ ଯେତେବେଳେ ୩୦ ଥିଲା ସେତେବେଳେ ସେ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା ଶର୍ମା, କହିଲେ- ରାତିରେ ନିଦ ଖରାପ ହେବା ପାଇଁ ପ୍ରସ୍ତୁତ ରୁହ…

ନୂଆଦିଲ୍ଲୀ ୨୭।୦୧ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସ ନିକଟରେ ଏକ ବାପା-ମାଆ ହୋଇଛନ୍ତି । ସେ ସେରୋଗେସି ଜରିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରିୟଙ୍କା ସୂଚନା ଦେଇଥିଲେ। ଯେଉଁଥିରେ ତାଙ୍କୁ ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ଯାଏଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସମସ୍ତଙ୍କ ମଧ୍ୟରେ ଅଭିନେତ୍ରୀ ଅନୁଷ୍କା ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୫୦ ଟଙ୍କାରୁ କମ୍‌ରେ ଦୁଇଟି ରିଚାର୍ଜ ପ୍ଲାନ୍, ଫ୍ରି କଲିଂ ସହ ମିଳୁଛି ୨ ଜିବି ପର୍ଯ୍ୟନ୍ତ ଡାଟା

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଆମେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ BSNL ପାଖରେ ୫୦ ଟଙ୍କାରୁ କମ୍ ରେ ୨ ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍ ୧୮ ଓ ୨୯ ଟଙ୍କାରେ। ଟେଲିକମର ଏକ ରିପୋର୍ଟ ଅନୁସାରେ ବିଏସଏନଏଲର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ଡାଟାର ବି ସୁବିଧା ପାଇପାରିବେ। ଏହି ରିଚାର୍ଜ ପ୍ଲାନରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣା, ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର ୨୭।୦୧: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଧାରଣା ଓ ବିକ୍ଷୋଭ । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । ଖବର ଅନୁଯାୟୀ,ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦେଖି ଯୁକ୍ତ ପରୀକ୍ଷା ବାତିଲ ନେଇ ଦାବି କରିଛି ଯୁକ୍ତ ଦୁଇ ଛାତ୍ର ସଂଘ। ବର୍ଷର ଅଧିକାଂଶ ସମୟ ପାଇଁ ପାଠ ପଢା ବନ୍ଦ ରହିଥିଲେ । ତେଣୁ ପରୀକ୍ଷା କଲେ ପିଲାଙ୍କ ପାଇଁ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବୀ, ଆଇସୋଲେସନରେ ରହିଲେ, ସତର୍କ ରହିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ ୨୬/୦୧: ସାରା ଦେଶରେ କରୋନା ତୃତୀୟ ଲହର ଜାରି ରହିଛି । ଏହାରି ଭିତରେ ଓମିକ୍ରନ ମଧ୍ୟ କ୍ଷୀପ୍ର ଗତିରେ ମାଡିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଲାଗୁଛି ଘରେ ଘରେ ଏବେ ଲୋକେ ସଂକ୍ରମିତ ହେଉଛନ୍ତି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଏବେ କୋଭିଡ କବଳରେ ରାଜନେତା ମନ୍ତ୍ରୀ, ସାଂସଦଠାରୁ ଅଭିନେତା ଯାଏଁ ସବୁ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ ସଂକ୍ରମିତ ହୋଇଛନ୍ତି ସାଉଥର ସୁପରଷ୍ଟାର ଚୀରଞ୍ଜୀବୀ […]

ମନୋରଞ୍ଜନ ରାଜ୍ୟ

ସୁନନ୍ଦାଙ୍କ ହାତ ଧରିଲେ ପ୍ରଜ୍ଞା, ବାହାଘର ଦେଖିବାକୁ ଲୋକଙ୍କ ଗହଳି

ଭୁବନେଶ୍ୱର ୨୬।୦୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି । ଖବର ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ । ବାଣ ରୋସଣି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍‌ ହୋଇ ଯାଇଥିଲେ । ପ୍ରଜ୍ଞାଙ୍କୁ ବର ବେଶରେ ଦେଖିବା […]

ରାଜ୍ୟ ଲାଇଫ୍ ଷ୍ଟାଇଲ

ଦିନ ପରେ ଦିନ ଗଡ଼ି ଚାଲିଛି, ସୁମିତ ଓ ତପସ୍ୱିନୀଙ୍କ ବିବାଦର ସମାଧାନ କେବେ ହେବ?

ଭୁବନେଶ୍ୱର: ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ବିବାଦର ସମାଧାନ ଆଜି ବି ହୋଇପାରିନାହିଁ । ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶ ନିଜ ନିଜ ପକ୍ଷର ଆଇନଗତ ଲଢ଼େଇରେ ବ୍ୟସ୍ତ । ସୁମିତ ତାଙ୍କର ବୟାନରେ କରୁଛନ୍ତି ଯେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ସେହିପରି ତପସ୍ୱିନୀ ମଧ୍ୟ ସୁମିତଙ୍କୁ ଦୋଷ ଦେଇ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ଯଦି ଏପରି ବୟାନବାଜୀ ସହ ଆଇନଗତ ଲଢ଼େଇ ଜାରି ରୁହେ, ତେବେ ବୋଧହୁଏ ଆଗାମୀ ମାସ […]

ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ କମିଲେ ଆସିପାରେ ନୂଆ ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ସାମାନ୍ୟ କମିଛି । ଏହାରି ମଧ୍ୟରେ ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ‘କୋଭିଡର କେବେ ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ ତାର ଚରିତ୍ର ବଦଳାଇ ଥାଏ । ଓମିକ୍ରନ ପ୍ରଭାବ କମିଲେ ନୂଆ ଭାରିଆଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ […]

ଖେଳ ଦେଶ ବିଦେଶ

ଓଡ଼ିଶାବାସୀଙ୍କ ସମର୍ଥନ ମୋ ବଳ: ପ୍ରମୋଦ

ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଉଲ୍ଲସିତ ହୋଇଉଠିଛନ୍ତି ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ। ସ୍ପେନ୍‌ରେ ତାଲିମରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି ‘ମୁଁ ପଦ୍ମଶ୍ରୀ ପୁରସ୍କାର ବିଜେତା ହୋଇଥିବା ଖବର ପାଇ ବହୁତ ଖୁସୀ। ୨୦୨୧ ମସିହା ମୋ ପାଇଁ ଭଲ ବିତିଥିଲା। ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମୋତେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ମିଳିଥିଲା। ୨୦୨୨ […]