ଖେଳ ଦେଶ ବିଦେଶ

ଜାତୀୟ ଭଲିବଲ୍‌ ଉଦ୍‌ଘାଟିତ: ବିଜୟରୁ ଓଡ଼ିଶା ପୁରୁଷ ଓ ମହିଳାଙ୍କ ଅଭିଯାନ

ଭୁବନେଶ୍ବର: ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ) ଓ ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ୭୦ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା‌) ପ୍ରତିଯୋଗିତା ସୋମବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିବସରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ୩-୦ (୨୫-୧୫, ୨୫-୨୨, ୨୫-୧୫) ସେଟ୍‌ରେ ବିହାରକୁ ଏବଂ ମହିଳା ଦଳ ୨-୦ (୨୫-୧୫, […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନରେ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ cisce.org ଓ results.cisce.org ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରୁଛନ୍ତି। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ରେଜଲ୍ଟ ଜାଣି ହେଉଛି। ଦେଶରେ କେତେ ସଂଖ୍ୟକ ପିଲା ପରୀକ୍ଷା ଦେ‌ଇଥିଲେ, କେତେ ପ୍ରତିଶତ ପାସ୍‌ କଲେ, ସେନେଇ ବୋର୍ଡ ପକ୍ଷରୁ କୌଣସି ବି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ନେହା ଭାସିନ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ ୦୮।୦୨ : ବିଗ୍‌ବସ୍‌-୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି। ସାରା ବିଶ୍ବରେ କରୋନାର ମାମଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ ବର୍ତ୍ତମାନ ଗାୟକ ନେହା ଭାସିନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ହୋଇଛି। ଏହାକୁ ନେଇ ନେହା ଭାସିନ ସୋସିଆଲ ମିଡିଆରେ ସୂଚନା ଦେଇ ଜଣାଇଛନ୍ତି। ନିକଟରେ ନେହା ଭାସିନ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ୩ଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପ୍ରଥମ ପୋଷ୍ଟରେ ସେ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ମା’ ହେଲେ କାଇଲି ଜେନର୍‌, ଫଟୋ ସେୟାର କରି ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ ୦୮।୦୨ : ଆମେରିକାର ଜଣାଶୁଣା ମଡେଲ ତଥା ରିଆଲିଟି ଟିଭି ଷ୍ଟାର ଏବଂ ବ୍ୟବସାୟୀ କାଇଲି ଜେନେରଙ୍କ ଘର ପୁଣି ଥରେ ନୂଆ ଅତିଥି ଆସିଛି । ସେମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁସି ସହ ସ୍ୱାଗତ କରିଛନ୍ତି । ତାଙ୍କ ପାର୍ଟନର ରାପର୍ ଟ୍ରାଭିସ୍ ସ୍କଟଙ୍କ ସହ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ହେଲେ ତାଙ୍କର ପୁଅ ବା ଝିଅ ହେଇଛି ସେ ନେଇ ସ୍ପଷ୍ଟ କରି ନାହାନ୍ତି । […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ସୁହାନା ଖାନ୍‌, ଜୋୟା ଅଖ୍‌ତରଙ୍କ ଫିଲ୍ମରେ ଆସିବେ ନଜର !

ନୂଆଦିଲ୍ଲୀ ୦୮।୦୨ : ଶାହାରୁଖ୍‌ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍‌ରେ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍‌ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ମଧ୍ୟ ବଲିଉଡ୍‌ରେ ଖୁବ୍‌ ଶୀଘ୍ର ଡେବ୍ୟୁ କରିବେ । ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ତେବେ ନିକଟରେ ସୁହାନା […]

ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର, ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ

ନୂଆଦିଲ୍ଲୀ: ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି। ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର। ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାର ସୋବତିଙ୍କର […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଲତା ଦିଦିଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେନି ବିଗ୍‌ ବି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ ୦୮।୦୨ : ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶ ମ୍ରିୟମାଣ ହୋଇ ପଡିଛି । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଅନେକ ସେଲିବ୍ରିଟି ସହ ବଡ ବଡ ରାଜନେତା ସହ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ବିଗ୍‌ ବି ତାଙ୍କ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସିବ କରୋନାର ଆଉ ୪ ଭାରିଆଣ୍ଟ୍ ! ଦେଖାଯିବ ଏହି ସବୁ ଲକ୍ଷଣ

ନୂଆଦିଲ୍ଲୀ ୦୮/୦୨: ସାରା ବିଶ୍ୱରେ କରୋନାର ଆକ୍ରାନ୍ତ ଜାରି ରହିଛି । ଆଲଫା, ଡେଲଟା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟ ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭବିଷ୍ୟତରେ ଆହୁରି ମଧ୍ୟ ଭାରିଆଣ୍ଟ ଆସିପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି । ଆହୁରି ୪ଟି ଭାରିଆଣ୍ଟ ଆସିପାରେ ବୋଲି ସେମାନେ ଅନୁମାନ କରୁଛନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୨ ବର୍ଷରେ ୫ଟି ଭାରିଆଣ୍ଟ ସାମ୍ନାକୁ ଆସିଛି । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା […]

ଖେଳ ଦେଶ ବିଦେଶ

ଖେଲୋ ଇଣ୍ଡିଆ, ଖିଲେ ଇଣ୍ଡିଆ ଯୋଜନା ବାଟବଣା: କୋଭିଡ୍‌‌ ବେଳେ ଖେଳ ଉପକରଣ ଖର୍ଚ୍ଚ ୭ କୋଟି!

ପୁରୀ:‌ କୋଭିଡ୍‌ ସଂକ୍ରମଣ ପାଇଁ କୌଣସି ବିଦ୍ୟାଳୟ ଖୋଲାନାହିଁ। ୩ ବର୍ଷ ହେଲା ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାରେ କଟକଣା ଲଗାଯାଇଛି। ତଥାପି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଖେଳ ଉପକରଣ କିଣା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନା ଖେଳ ଉପକରଣର ମାନ ଯାଞ୍ଚ ହେଉଛି ନା ଏହା କିଣା ହୋଇଛି କି ନାହିଁ କିମ୍ବା ତା’ର ପ୍ରତ୍ୟକ୍ଷ ସ୍ଥିତି ଯାଞ୍ଚ ହେଉଛି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ […]

ଖେଳ ଦେଶ ବିଦେଶ

ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା, ଖେଳିବେନି ରଣଜୀ ମୁକାବିଲା

ନୂଆଦିଲ୍ଲୀ ୦୮/୦୨: ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା । ଫେବ୍ରୁଆରୀ ୧୦ ତାରିଖରୁ ଖେଳା ଯିବାକୁ ଥିବା ରଣଜୀ ଟ୍ରଫିରେ ଭଦୋଦରା ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ନାହିଁ । କେଦାର ଦେବଧରଙ୍କୁ ବରୋଦା ଟିମ୍‌ର ଅଧିନାୟକ ଦାୟିତ୍ୱ ମିଳିଛି । ବିଷ୍ଣୁ ସୋଲାଙ୍କିଙ୍କୁ ଉପଅଧିନାୟକ କରାଯାଇଛି । ହାର୍ଦ୍ଦିକ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାହାରେ ଅଛନ୍ତି । ସେ ଟି୨୦ ବିଶ୍ୱକପରେ ଶେଷ ଥର ପାଇଁ ଦଳରେ ଖେଳୁଥିଲେ । ପରେ ଫିଟନେସ୍ […]