ଦେଶ ବିଦେଶ ମନୋରଞ୍ଜନ

ମା’ଙ୍କ ସହ ଫଟୋ ସେଆର କଲେ ସଲମାନ ଖାନ୍‌, କହିଲେ- ‘ମା’ଙ୍କ କୋଳ … ସ୍ବର୍ଗ’

ନୂଆଦିଲ୍ଲୀ ୦୯।୦୨: ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ବେଶ୍‌ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସଲମାନ ତାଙ୍କ ବାପା ମାଆଙ୍କର ଅତି ନିକଟତର ରହିଥାନ୍ତି । ତାଙ୍କ ପିତା ସଲିମ ଖାନଙ୍କ ଦ୍ୱିତୀୟ ପତ୍ନୀ ହେଲେନଙ୍କ ସହ ସଲମାନଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି। ବର୍ତ୍ତମାନ ସେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ […]

ଦେଶ ବିଦେଶ ମନୋରଞ୍ଜନ

ବାପା ହେବେ ଅଭିନେତା ଗୁରୁମିତ ଚୌଧୁରୀ, ଫଟୋ ସେୟାର କରି ଜଣାଇଲେ ଖୁସି ଖବର…

ନୂଆଦିଲ୍ଲୀ ୦୯।୦୨: ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ଟେଲି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି । ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତ ପସନ୍ଦ କରିଥିାନ୍ତି । ବର୍ତ୍ତମାନ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଦୁହେଁ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏନେଇ ଅଭିନେତା ଗୁରୁମିତ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି (ଦେବିନା-ଗୁରୁମିତ୍‌ ଟୁ ପ୍ୟାରେଣ୍ଟସ୍) ଲେଖି ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡରେ ଏଣ୍ଟ୍ରି କରିବେ ସୁହାନା । ସୂଚନା ଦେଲେ ଶାହାରୁଖ ।

ବାପାଙ୍କ ପରେ ଏବେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇବେ ଝିଅ । ଖୁବ ଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶାହାରୁଖଙ୍କ ଝିଅ ସୁହାନା । । ଏହି ଖବର ଅନେକ ଦିନ ଧରି ଶୁଣିବାକୁ ମିଳୁଥିବାବେଳେ ଏବେ ଏହି ଖବର ସ୍ପଷ୍ଟ ହୋଇଛି । ନିର୍ଦ୍ଦେଶିକା ଜୋୟା ଅଖତର ସୁହାନାଙ୍କୁ ଫିଲ୍ମରେ ବ୍ରେକ୍ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସୁହାନା ନିକଟରେ ଜୋୟାଙ୍କ ଅଫିସରୁ ବାହାରୁଥିବାର ଏକ ଫଟୋ ଭାଇରାଲ ହେଉଛି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କମିଲା ସଂକ୍ରମଣ : ୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ମନ୍ଦିର, ମସ୍‌ଜିଦ୍, ଗୀର୍ଜା, ଗୁରୁଦ୍ୱାର…

ଭୁବନେଶ୍ୱର ୦୮।୦୨ : ଆଗାମୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ଼ କଟକଣା ମଧ୍ୟରେ ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ବନ୍ଦ ରହିଥିଲା ଧର୍ମାନୁଷ୍ଠାନ । ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ହେଲା କରୋନା ସଂକ୍ରମଣ ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କେବଳ ରୀତିନୀତ ଅନୁଯାୟୀ ପୂଜା […]

ରାଜ୍ୟ ସ୍ୱାସ୍ଥ୍ୟ

ଜଙ୍ଗଲୀ ହରିଣ ଦେହରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ : ମଣିଷକୁ ହୋଇପାରେ ସଂକ୍ରମିତ; ହରିଣ ଦେହରେ ଥାଇ ଭୂତାଣୁ ମ୍ୟୁଟେସନ ହେବା ଆଶଙ୍କା

ଜଙ୍ଗଲୀ ହରିଣ ଦେହରେ ମିଳିଲା ଓମିକ୍ରନ୍ ଭୂତାଣୁ । ପୂର୍ବରୁ ଜଙ୍ଗଲୀ ଜନ୍ତୁଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ପ୍ରଥମଥର ହରିଣ ଦେହରେ କରୋନାର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି । ଷ୍ଟେଟେନ ଆଇଲ୍ୟାଣ୍ଡରେ ହରିଣର ଏକ ସ୍ୱତନ୍ତ୍ର ପ୍ରଜାତି ହ୍ୱାଇଟ ଟେଲ୍ଡ ଡିଅରଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଗବେଷଣା ପରେ ଜଣାପଡିଛି ଯେ, ଏହି ପ୍ରଜାତିର ହରିଣ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ତେବେ ଚିନ୍ତାର ବିଷୟ […]

ଖେଳ ଦେଶ ବିଦେଶ

ନେଟ୍ସକୁ ଫେରିଲେ ରାହୁଲ, ମୟଙ୍କ, ସୈନି

ଅହମଦାବାଦ: ସଂଗରୋଧ ଅବଧି ଶେ‌ଷ କରିବା ପରେ ଭାରତର ଉପଅଧିନାୟକ କେଏଲ୍‌ ରାହୁଲ, ଓପନର୍‌ ମୟଙ୍କ ଅଗ୍ରୱାଲ ଦଳକୁ ଫେରିଛନ୍ତି। ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଏମାନେ ସୋମବାର ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଏମାନଙ୍କ ସହ ୨୯ ବର୍ଷୀୟ ଦ୍ରୁତ ବୋଲର ନଭଦୀପ ସୈନିଙ୍କୁ ମଧ୍ୟ ନେଟ୍ସରେ ଦେଖିବାକୁ ମିଳିଥିଲା। ମୟଙ୍କ ଫେରିବା ପରେ ସେ ବୁଧବାର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବାର ସମ୍ଭାବନା ଅଧିକ ରହିଛି। ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କ […]

ଖେଳ ଦେଶ ବିଦେଶ

ଧୂଲ୍‌‌ଙ୍କ କ୍ରିକେଟ୍‌ ଯାତ୍ରା: ବିରାଟଙ୍କ ଭଳି ବ୍ୟାଟିଂ, ଧୋନିଙ୍କ ଭଳି ନେତୃତ୍ବ

ନୂଆଦିଲ୍ଲୀ: ‘ମୁଝେ ବିରାଟ ଭାୟା ଜୈସା କ୍ରିକେଟର୍‌ ବନ୍‌ନା ହୈ ( ମୋତେ ବିରାଟ ଭାଇଙ୍କ ଭଳି କ୍ରିକେଟର୍‌ ହେବାର ଅଛି) ବୋଲି ଦିନେ କହିଥିଲେ ୟାଶ ଧୂଲ୍‌। ଏବେ ୟାଶ ଧୂଲ ‌ତାଙ୍କ ପାଖାପାଖି ପହଞ୍ଚିବାକୁ କିଛି ପାଦ ଆଗକୁ ବଢ଼ାଇ ସାରିଛନ୍ତି। ଏପରିକି କୋହଲିଙ୍କ ସହ ଗୋଟିଏ କୀର୍ତ୍ତିମାନରେ ସମକକ୍ଷ ହୋଇ ଗୌରବ ବଢ଼ାଇଛନ୍ତି। ଶନିବାର ରାତିରେ ଭାରତକୁ କନିଷ୍ଠ ବିଶ୍ବକପ୍ (୧୯ ବର୍ଷରୁ କମ୍‌) ବିଜେତା କରିବା ପରେ ଅଧିନାୟକ ୟାଶ ଧୂଲ୍‌‌ଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ମାସେ ପରେ ୨ହଜାର ତଳେ ଦୈନିକ ସଂକ୍ରମଣ: ୨୭% ବୟସ୍କ ନେଲେଣି ପ୍ରିକସନ୍ ଡୋଜ୍

ଭୁବନେଶ୍ବର: ଗୋଟିଏ ମାସର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ ୨ହଜାର ତଳକୁ ଖସି ଆସିଛି। ଗତମାସ ୫ତାରିଖରେ ରାଜ୍ୟରେ ସଂକ୍ରମଣ ୨ହଜାର ତଳେ ରହିଥିଲା। ଏହା ପରଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ମାତ୍ର ଏବେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ତଳମୁହାଁ ହେବାରେ ଲାଗିଛି। କିଛିଦିନ ପୂର୍ବରୁ ରାଜ୍ୟର ୧୦/୧୨ଟି ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ରହୁଥିବା ବେଳେ ଏବେ କେବଳ ୨ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଦେଖିବାକୁ ମିଳିଛି। ଜାନୁଆରି ୧୮ତାରିଖରେ […]

ଦେଶ ବିଦେଶ ମନୋରଞ୍ଜନ

କିଛିଦିନର ଶିଥିଳତା ପରେ ପୁଣି ଚର୍ଚ୍ଚାରେ ଅର୍ଜୁନଙ୍କ ସହ ମଲାଇକାଙ୍କ ପ୍ରେମ ସମ୍ପର୍କ

ମଲାଇକାଙ୍କୁ ତାଙ୍କ ପୁରୁଷବନ୍ଧୁ ଅର୍ଜୁନ ‘ଶୀର୍ଷକ ଚୋରଣୀ’ର ଆଖ୍ୟା ଦେଇଛନ୍ତି। କମଳା ରଙ୍ଗର ବିକିନୀ ଓ ସର୍ଟସ୍ ପିନ୍ଧି ସୁଇମିଂ ପୁଲ୍‌ରେ ମଲାଇକା ଏମିତି ଠାଣି ମାରିଛନ୍ତି ଯେ ଏହା ଦେଖିବା ଲୋକଙ୍କ ଛାତି ସହୁନାହିଁ। ସବୁବେଳେ ନୂଆ ଢଙ୍ଗର ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚାହୁଥିବା ମଲାଇକା ପୁରୁଷବୂନ୍ଧୁ ଅର୍ଜୁନଙ୍କ ସହ କିଛି ନଖରାମି କରି ପୁଣି ଆଲୋଚନାକୁ ଆସିବାକୁ ପ୍ରୟାସ କରିଛନ୍ତି। ୪୮ ବର୍ଷୀୟା ମଲାଇକା ପୁଣି ଥରେ ସ୍ପଷ୍ଟ ଦିବାଲୋକରେ ନିଜର […]

ଦେଶ ବିଦେଶ ମନୋରଞ୍ଜନ

‘ଭାବିଜୀ ଘର ପର ହୈଁ ‘ର ନୂଆ ଅନୀତା ହେବେ ଫ୍ଲୋରା ସୋନି ! ଖୁବ୍‌ ଶୀଘ୍ର ଶୋ’ ଛାଡିବେ ନେହା ପେଣ୍ଡସେ

ଆଦିଲ୍ଲୀ ୦୮।୦୨ : ଆଣ୍ଡ ଟିଭିର ଟେଲି ଧାରାବାହିକ ତଥା ଲୋକପ୍ରିୟ କମେଡି ଶୋ’ ‘ଭାବିଜୀ ଘର ପର ହୈଁ’ ସମସ୍ତଙ୍କ ଘରେ ଘରେ ପରିଚିତ । ହେଲେ ଗତ କିଛି ମାସ ହେବ ଲଗାତାର ଭାବରେ ଅସୁବିଧାର ସମ୍ମୁଖୀନ ହେଉଥିଲା । ଏବେ ଏହି ଶୋ’ର ଷ୍ଟାର କାଷ୍ଟରେ ପୁଣି ଥରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ ଅଭିନେତ୍ରୀ ନେହା ପେଣ୍ଡସେ ମଧ୍ୟ ଶୋ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ମେକର୍ସମାନଙ୍କ ସେମାନେ […]