ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ଜୁଲାଇ ମାସରେ ନେଇଗଲେ ୧ କୋଟି ୩୮ ଲକ୍ଷ
ଭୁବନେଶ୍ବର ୦୩।୦୮ : ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ଜୁଲାଇ ମାସରେ ନେଇଗଲେ ମୋଟ ୧ କୋଟି ୩୮ ଲକ୍ଷ ଟଙ୍କା । କିନ୍ତୁ ରିଫଣ୍ଡ ହୋଇଛି ମାତ୍ର ୧୧ ଲକ୍ଷ ୩୯ ହଜାର ଟଙ୍କା । ବାକି ବ୍ଲକ ହୋଇଛି ୧୯ ଲକ୍ଷ ୯୮ ହଜାର ଟଙ୍କା । ତେବେ ସାଇବର ଲୁଟ୍ରେ ଯାଉଛି କୋଟି କୋଟିରେ, କିନ୍ତୁ ଫେରୁଛି ମାତ୍ର ସମୁଦ୍ରକୁ ଶଙ୍ଖେ । ଚଳିତ ମାସରେ ସମୁଦାୟ ୩୬୮ଟି ଠକେଇ କଲ […]