ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଖରୀ ନିକଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖବର ପାଇ ସଦର ଥାନା ପୁଲିସ ପହଂଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ପୁଲିସ ଫରେନ୍ସିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ […]