ପ୍ରାଇଭେଟ୍ ଆଇଲାଣ୍ଡ କିଣିଲେ ଗାୟକ ମିକା ସିଂ, ଫ୍ୟାନ୍ସ କହିଲେ-ସିଂ ଇଜ୍ କିଙ୍ଗ୍
ମୁମ୍ଵାଇ ୩୦।୦୯: ବଲିଉଡର ଜଣାଶୁଣା ଗାୟକ ମିକା ସିଂ। ନିକଟରେ ସେ ଏକ ଦ୍ୱୀପରେ ତାଙ୍କର ବୋଟ୍ ଚଳାଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଦାବି କରାଯାଇଛି କି ମିକା ପ୍ରଥମ ଭାରତୀୟ ଗାୟକ । ଯିଏ ଏକ ପ୍ରାଇଭେଟ୍ ଦ୍ୱୀପ ତଥା ଆଇଲାଣ୍ଡ କିଣିଛନ୍ତି। ଏହି ଭିଡିଓରେ ମିକାଙ୍କ ଆଇଲାଣ୍ଡ ଆଡଭେଞ୍ଚରର ନେଟେନିଜେନଙ୍କ ପ୍ରତିକ୍ରିୟା ଦେଖନ୍ତୁ … ସେୟାର ହୋଇଥିବା ଭିଡିଓରେ ମିକା ତାଙ୍କ ଦ୍ୱୀପରେ […]