ରାଜଧାନୀର ବିଭିନ୍ନ ବାର୍ରେ ରେଡ୍, କଟକଣା ପରେ ବି ମାନୁନଥିଲେ ମାଲିକ
ଭୁବନେଶ୍ୱର ୦୨।୧୦ : ପାର୍ବଣ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ରାଜଧାନୀର କିଛି ବାର୍ ଏହାକୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି। ସବୁଦିନିଆ ଚେକିଂ ପରେ ମଧ୍ୟ ବାଟକୁ ଆସୁନାହାନ୍ତି ବାର୍ ମାଲିକ। ରାତି ୧୨ଟାପରେ ବାର୍ ଚେକିଂରେ ପୋଲିସ ନକେଦାମ। ଲାଇସେନ୍ସର ହେଉଛି ଅପବ୍ୟବହାର। ତେବେ ଚନ୍ଦ୍ରଶେଖରପୁର ଥାନା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଏକକାଳୀନ ସମସ୍ତ ବାର୍ ରେ ରେଡ୍ ହୋଇଛି। ରେଡ୍ ରେ ସାମିଲ ଥିଲେ […]