ଉଧାର ଟଙ୍କା ଫେରାଇଲାନି ବୋଲି ଯୁବକଙ୍କୁ ଅମାନୁଷିକ ଦଣ୍ଡ, ବାଇକରେ ବାନ୍ଧି ୨ କିମି ଦୌଡ଼ାଇଲେ
କଟକ ୧୭/୧୦: ଉଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଅମାନୁଷିକ ଦଣ୍ଡ । ବାଇକରେ ବାନ୍ଧି ଯୁବକଙ୍କୁ ୨ କିମି ଦୌଡ଼ାଇଲେ କିଛି ଯୁବକ । ଏଭଳି ବର୍ବରତା ଦେଖିବାକୁ ମିଳିଛି କଟକ ସହରରେ । ପ୍ରତ୍ୟେକ୍ଷଦର୍ଶୀ ଅଟକାଇବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି ସେହି ଯୁବକ । କଟକ ମିସନରୋଡ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ନିହାତି ଆଶ୍ଚର୍ଯ୍ୟଜନକ । ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ […]
