ଖସିଲା ପାରଦ, ରାଜ୍ୟରେ ବଢିବ ଶୀତ
ଭୁବନେଶ୍ୱର,୧୩।୧୧ : ପାରଦ ଖସିଛି । ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ୫ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ, କୋରାପୁଟ ୧୩, ଫୁଲବାଣୀ ୧୩.୫, ବୌଦ୍ଧ ୧୩.୫ ଓ ଭବାନୀପାଟଣା ୧୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏହାବାଦ୍ ଦେବଗଡ଼ରେ ରାତି ପାରଦ ୧୬, କେନ୍ଦୁଝର ୧୬, ଝାରସୁଗୁଡ଼ା ୧୬.୬ ଡିଗ୍ରୀ ସେଲସିୟସ୍ ଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା […]









