୫ଶହ ଟଙ୍କା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
ନାରାୟଣପାଟଣା/ବନ୍ଧୁଗାଁ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ରେ ଅଭାବନୀୟ ଘଟଣା ଘଟିଛି। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ ଦିଆଯାଇଥିଲା। ସୋମବାର ଦିନ ପରିବାର ଲୋକ ମୁହଁ ଖୋଲିବା ପରେ ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲା ମଙ୍ଗଳ ବିଭାଗ ନିକଟରେ ଘଟଣା ସଂପର୍କରେ କୌଣସି […]









