ଗ୍ରୀଲ୍ ତାଡି ଲୁଟିନେଲେ ୩୦ ଲକ୍ଷ ଟଙ୍କାର ମୋବାଇଲ୍, ନେଇଗଲେ ସିସିଟିଭ୍ ଓ ହାର୍ଡଡିସ୍କ
ସାନଖେମୁଣ୍ଡି ୧୫/୧୧: ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଜାରରୁ ଏହି ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟିଲେ ଦୁର୍ବୃତ୍ତ । ଏହାସହ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଜରଡା ଥାନା […]









