ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲାଲ୍‌ ନୁହେଁ, ଖାଆନ୍ତୁ ଗ୍ରୀନ୍‌ ଟମାଟୋ, ଦୂରେଇ ଯିବ ଏହି ୩ଟି ସମସ୍ୟା

ନୂଆଦିଲ୍ଲୀ ୨୮।୧୧: ଲାଲ୍ ଟମାଟୋ ଏପରି ଏକ ପନିପରିବା । ଯାହା ଆମେ ଆମ ରୋଷେଇ ଘରେ ବ୍ୟବହୃତ କରୁ। ଏହା ଏକ ଘରୋଇ ରେସିପି ହେଉ କିମ୍ବା ବଜାରରେ ଫାଷ୍ଟଫୁଡ୍, ଏହା ବିନା ଖାଇବା ପ୍ରସ୍ତୁତ କରିବା ଅସମ୍ପୂର୍ଣ୍ଣ ମନେହୁଏ। ଲାଲ୍ ଟମାଟୋକୁ ସୁପ୍ ଏବଂ ସସ୍ ରେ ମଧ୍ୟ ବ୍ୟବହାର କରାଯା। କିନ୍ତୁ ଆପଣ କେବେ ସବୁଜ ଟମାଟୋ ଖାଇଛନ୍ତି ? ଯଦି ଆପଣ ଏହାର ଫାଇଦା ଜାଣିଛନ୍ତି, ତେବେ ଆପଣ ଏହାକୁ ‘ନା’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡିଶାରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ, ଖପ୍ପା ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୮।୧୧ : ଓଡିଶାରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ମାମଲା । ଆନ୍ଦୋଳନ ପ୍ରତ୍ୟାହାର ନକରିବାରୁ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କର ଲାଇସେନ୍ସ ପ୍ରତ୍ୟାହର କରିବାକୁ ବାର୍‌ ଆସୋସିଏସନ୍‌ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେହିପରି ରାଜ୍ୟରେ ଅତିରିକ୍ତ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ବି ଯଦି ଆନ୍ଦୋଳନ ବନ୍ଦ ନହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସମସ୍ତ […]

ଅପରାଧ ଦେଶ ବିଦେଶ

ବିହାରରେ ମାତିଛନ୍ତି ସ୍ମାର୍ଟ ଚୋର, ଦିନ ଦ୍ବିପ୍ରହରେ ଖୋଲି ନେଇଗଲେ ମୋବାଇଲ ଟାଓ୍ବାର, କମ୍ପାନୀ ଜଳକା

ପାଟନା: ଲୁହା ପୋଲ, ଟ୍ରେନ୍ ଇଞ୍ଜିନ୍ ପରେ ଏବେ ମୋବାଇଲ୍ ଟାଓ୍ବାର । ବିହାରରେ ଚୋରଙ୍କ ରେକର୍ଡ । ଦିନ ଦ୍ବିପ୍ରହରେ ମୋବାଇଲ ଟାଓ୍ବାର ଖୋଲି ନେଇଛନ୍ତି ଚୋରି ହୋଇଛି । ପ୍ରାୟ ୨୦ଲକ୍ଷ ଟଙ୍କାର ଟାଓ୍ବାରକୁ ଖୋଲି ସ୍କ୍ରାପ୍ ମୂଲ୍ୟରେ କବାଡ଼ିଆକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏହି ଘଟଣା ପାଟଣା ଘଟିଛି । ସହର ମଧ୍ୟରେ ମୋବାଇଲ୍ ଟାଓ୍ବାରକୁ ଚୋରି କରି ନେଇଛନ୍ତି ସ୍ମାର୍ଟ ଚୋର । କମ୍ପାନୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ପ୍ଲେନ୍ କ୍ରାସ୍; ବିଦ୍ୟୁତ୍ ତାର ଲାଗି ଦୁର୍ଘଟଣାଗ୍ରସ୍ତ ବିମାନ

ନୂଆଦିଲ୍ଲୀ: ଆମେରିକାରେ ପ୍ଲେନ୍ କ୍ରାସ୍ । ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ । ସୂଚନା ଅନୁଯାୟୀ, ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଉଛି ବିମାନ । ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର […]

ଅପରାଧ ଦେଶ ବିଦେଶ

ଫିଫା ବିଶ୍ବକପରେ ବେଲଜିୟମର ପରାଜୟ ପରେ ହିଂସା, ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୋଡ଼ାଜଳା

ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପରେ ବେଲଜିୟମର ପରାଜୟ । ମରକ୍କୋ ଠାରୁ ହାରି ପରେ ବେଲଜିୟମରେ ହିଂସା । ଫୁଟବଲ ପ୍ରେମୀ ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ବେଲଜିୟମର ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି । କତରରେ ଚାଲିଛି ଫିଫା ଫୁଟବଲ ମହାକୁମ୍ଭ । ଟାଇଟଲ ଜିତିବାକୁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍ । ରବିବାର ଦିନ ଖେଳାଯାଉଥିବା ମ୍ୟାଚ୍‌ରେ ମରକ୍କୋ ଠାରୁ ବେଲଜିୟମ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପର୍ଯ୍ୟଟନ ଋତୁରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର

ପୁରୀ : ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ବି ଲୋକାରଣ୍ୟ ପାଲଟୁଛି। ବିଶେଷକରି ବେଳାଭୂମିରେ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସମୁଦ୍ରର ନୃତ୍ୟରତ ଜଳରାଶିରେ ଜଳକ୍ରୀଡ଼ା ଉପଭୋଗ କରିବାକୁ ଭିଡ଼ ହେଉଛି। ପୂର୍ବରୁ କେବଳ ଜେଟ୍‌ ସ୍କାଏ ରାଇଡ୍‌ର ସୁଯୋଗ ଥିଲେ ହେଁ ଏବେ ଏଥିରେ ଯୋଡ଼ି ହୋଇଛି ପାରାସେଲିଂ, ବାନାନା ବୋଟ୍‌ ରାଇଡ୍‌ସ ଓ ଅଲ୍‌ ଟେରେନ […]

ଅପରାଧ ରାଜ୍ୟ

ବିଏମ୍‌ସି ଅଫିସରୁ ଫାଇଲ୍‌ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ EOWକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର ୨୮।୧୧ : ବିଏମ୍‌ସି ଅଫିସରୁ ଫାଇଲ ଗାଏବ ଘଟଣା । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ୟୁକୁ ନିର୍ଦ୍ଦେଶ ଦେଲେ ଲୋକୟୁକ୍ତ । ଫେବୃଆରୀ ୨୦୨୩ରେ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଖବର ଅନୁଯାୟୀ, ବିଏମ୍‌ସିର ଇଞ୍ଜିନୟରିଂ ବିଭାଗରୁ ଏକ ଫାଇଲ୍‌ ଗାଏବ ହୋଇଥିଲା । ବିଏମସି ଇଂଜିନୟରିଂ ବିଭାଗରେ ଲୋକାଲ ଅଡିଟ୍ ବେଳେ ୨୦୧୧-୧୨ରୁ ୧୬-୧୭ ମଧ୍ୟରେ ୫୩୦ ଫାଇଲରୁ ୧୨୧ଟି ଫାଇଲ ଦାଖଲ ହୋଇଥିଲା । ବାକି […]

ଅପରାଧ ରାଜ୍ୟ

ରାଜଧାନୀରୁ ୪ ଲୁଟେରା ଗିରଫ, ୧୭୦ ଗ୍ରାମ ସୁନା ଜବତ

ଭୁବନେଶ୍ୱର ୨୮।୧୧ : ରାଜଧାନୀରୁ ୪ ଲୁଟେରା ଗିରଫ । ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍‌ ଏବଂ ୪ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର ୨୮/୧୧: ବାରମ୍ୱାର ହୋହାଲ୍ଲା ପରେ ଚାଲିପାରୁନି ବିଧାନସଭାର ଗୃହ କାର୍ଯ୍ୟ । ଫଳରେ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ଚ୍ୟାମ୍ବରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ […]

ରାଜ୍ୟ ସ୍ୱାସ୍ଥ୍ୟ

ବାଲିଆ ବାଣ ବିସ୍ଫୋରଣ ଘଟଣା: ବନ୍ଦ ଘରେ ୮୫ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡ଼ା : ବାଲିଆ ବାଣ ବିସ୍ଫୋରଣ ଘଟଣାର କରୁଣ ଚିତ୍ର ସାମ୍ନାକୁ ଆସିଛି। ପୁଲିସ ଭୟରେ ଜଣେ ୮୫ବର୍ଷୀୟ ବୃଦ୍ଧା ୫ଦିନ ହେବ ଏକ ବନ୍ଦଘରେ ରହିଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି। ଏହି ଅସହାୟ ବୃଦ୍ଧା ହେଉଛନ୍ତି ରାଧା ବେଵା। ସୂଚନା ଅନୁସାରେ, ରାଧାଙ୍କ ଜ୍ବାଇଁ ଗୁରୁଚରଣ ମଳିକ ଓ ନାତି ପୁଲିସ ଗିରଫ ଭୟରେ ଘରେ ତାଲା ମାରି ପଳାଇଛନ୍ତି। ବାର୍ଧକ୍ୟଜନିତ କାରଣରୁ ବୃଦ୍ଧାଜଣଙ୍କ ଚଲାବୁଲା କରିପାରୁ ନଥିବାରୁ ଏକାକୀ ସେ ବନ୍ଦ ଘରେ […]