ବିଇଓ ଅଫିସ୍ରେ କେଳେଙ୍କାରୀ ଘଟଣା: ଅଭିଯୁକ୍ତର ଆକାଉଣ୍ଟରେ ଆଉ ୨କୋଟି
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର କେଳେଙ୍କାରୀ ଘଟଣାରେ ଉଭୟ ପୁଲିସ୍ ଓ ଭିଜିଲାନ୍ସ ଖୋଳତାଡ଼ କରୁଛନ୍ତି। ଅଭିଯୁକ୍ତ ଶୁଚିସ୍ମିତା ଆକ୍ସିସ ବ୍ୟାଙ୍କରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା। ଭବାନୀପାଟଣା ବିଇଓ ଏନେଇ ଟାଉନଥାନାରେ ଏତଲା ଦେଇଥିଲେ। ତେବେ, କଳାହାଣ୍ଡି ପୁଲିସ୍ ଟିମ୍ […]









