ଓଡ଼ିଶା ହେବ ଜଳ ସୁରକ୍ଷିତ ରାଜ୍ୟ
ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରାଜ୍ୟ ସରକାର ବି ଏ କ୍ଷେତ୍ରରେ ପଛରେ ନାହାନ୍ତି। ୨୦୨୩ ବଜେଟ୍ ନିର୍ବାଚନୀ ବଜେଟ୍ ହେବ। ଏବର୍ଷ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିବା ଲାଗି ବିଭିନ୍ନ ବିଭାଗ ନକ୍ସା ପ୍ରସ୍ତୁତ କରୁଛନ୍ତି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଖୁବ୍ ଶୀଘ୍ର ସରକାର ଚାଷୀ ଭୋଟ୍କୁ କରାୟତ କରିବା ଲାଗି ଗୋଟିଏ ବଡ଼ କାର୍ଡ ଖେଳିବାକୁ ଯାଉଛନ୍ତି। […]









