ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
ଖୋର୍ଦ୍ଧା ୧୫।୦୫: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ମୃତକ କୁରୁମି ଗାଁର ଲକ୍ଷଣ ବେହେରା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଲକ୍ଷଣ ବାଇକ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ହଠାତ୍ ବାଘମାରୀ ଛକ ନିକଟରେ ଘଟିଲା ଦୁର୍ଘଟଣା । ଏକ ଅଜଣା ଗାଡି ଲକ୍ଷଣଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ […]