ଅପରାଧ ରାଜ୍ୟ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ

ଯାଜପୁର ୧୮।୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ରେ ଅଭାବନୀୟ ଘଟଣା। ସ୍ତ୍ରୀକୁ କଟୁରୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାମ ରାଧିକା ମହାନ୍ତ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଗୋଲଖ ମହାନ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଖବର ଅନୁଯାୟୀ, ବୁଧବାର ସକାଳୁ କୌଣସି କାରଣରୁ ବିଭିନ୍ନ ସମୟରେ ଗୋଲଖ ଓ ତାଙ୍କ […]

ଅପରାଧ ରାଜ୍ୟ

ଗୁଣି ଗାରେଡି ସନ୍ଦେହ, ପ୍ରଜାକୋର୍ଟରେ ମିଳିଲା ମୃତ୍ୟୁ ଦଣ୍ଡ

ମାଲକାନଗିରି ୧୮।୦୫ : ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ଗାଁ ଲୋକଙ୍କ ଉପସ୍ଥିତିରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍କୁରୁକୋଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, କାଙ୍କୁରୁକୋଣ୍ଡା ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ଉପସ୍ଥିତିରେ କାଙ୍କୁରୁକୋଣ୍ଡା ଗାଁରେ ସଭା ଚାଲୁଥିବା ବେଳେ […]

ଅପରାଧ ରାଜ୍ୟ

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

ଦେବଗଡ଼ ୧୮।୦୫ : ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ […]

ଅପରାଧ ରାଜ୍ୟ

ବିବାହର ଦୁଇମାସ ପରେ ସ୍ୱାମୀ ଜାଣିଲା ସ୍ତ୍ରୀ ୬ ମାସର ଗର୍ଭବତୀ, ହାରିଦେଲା ଜୀବନ !

ସମ୍ୱଲପୁର ୧୮/୦୫: ବିବାହ ପୂର୍ବରୁ ସ୍ତ୍ରୀ ଗର୍ଭବତୀ ଥିବା ଜାଣିବାରୁ ସ୍ବାମୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଲି ଗ୍ରାମରେ । ବ୍ୟକ୍ତି ଜଣଙ୍କ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ କୁକୁଡାବାହିଳିର ମୋହନ ଦେହୁରୀ ଡଙ୍ଗାପଥରର ଜଣେ ଯୁବତୀଙ୍କୁ ବୈଦିକ ରିତୀନୀତିରେ ବିବାହ କରିଥିଲେ । ହେଲେ ବିବାହର ୨ମାସ ପରେ ସ୍ତ୍ରୀ ୬ ମାସର ଗର୍ଭବତୀ ଥିବା ମୋହନ ଜାଣିବାକୁ […]

ଅପରାଧ ରାଜ୍ୟ

ରାତିରୁ ଧାରଣାରେ ବସିଛନ୍ତି ଗାଁଲୋକ, କ୍ଷତିପୂରଣ ଦାବିରେ ଚାଲିଛି ପ୍ରତିବାଦ

ନବରଙ୍ଗପୁର ୧୮।୦୫ : ଅଜଣା ଗାଡି ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ଶବ ରଖି ପ୍ରତିବାଦ ଓ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ଖବର ଅନୁଯାୟୀ, ସିନ୍ଧିଗୁଡା ଗାଁର ଯୁଧେଷ୍ଟି ଭତରାଙ୍କ ୮ ବର୍ଷର ପୁଅ ହିମାଂଶୁ ଭତରା ତାଙ୍କ ସାଙ୍ଗ ମହେଶ ଭତରା ସହିତ ମିଶି ସକାଳେ ସ୍କୁଲ […]

ଅପରାଧ ରାଜ୍ୟ

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ, ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଲାଗିଲା ପୋଷ୍ଟର

ବାଲିଗୁଡା ୧୮/୦୫: କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦିଆଯାଇଛି । ମୁକୁନ୍ଦ କହଁର ହତ୍ୟାକାରୀ […]

ଅପରାଧ ରାଜ୍ୟ

ଥମୁନି ହାତୀ ଆତଙ୍କ, ଶୁଣ୍ଢରେ କଚାଡି ନେଇଗଲା ନିଧିଆଙ୍କ ଜୀବନ

ତେଲକୋଇ ୧୮।୦୫: କେନ୍ଦୁଝର ତେଲକୋଇରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ କୁଲାଡେରା ଗାଁର ନିଧିଆ ନାୟକ ଗୁରୁତର । ତାଙ୍କୁ ତେଲକୋଇ ମେଡିକାଲକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ, ମଙ୍ଗଳବାର ହଜିଯାଇଥିବା ବଳଦକୁ ଖୋଜିବା ପାଇଁ ବନବିହାରିପୁର ଗାଁ ଜୁଆଙ୍ଗ ସାହିକୁ ଯାଇଥିଲେ। ତେବେ ସଂଧ୍ୟା ହୋଇଯିବାରୁ ଘରକୁ ଫେରିପାରି ନଥିଲେ। ଜଣେ ପରିଚିତ ଲୋକଙ୍କ ଘରେ ରହିଯାଇଥିଲେ। ଆଜି […]

ଅପରାଧ ରାଜ୍ୟ

ରାଜଧାନୀରେ ଥମୁନି ଏଟିଏମ୍‌ ଲୁଟ୍‌, ଟେକନିକାଲ ପଦ୍ଧତିରେ ୭ ଲକ୍ଷ ନେଇଗଲେ ଦୁର୍ବୃତ୍ତ !

ଭୁବନେଶ୍ୱର ୧୮।୦୫: ଭୁବନେଶ୍ବରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । କୋଳଥିଆ ଛକ ନିକଟ ୟୁନିୟନ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି । ଟେକନିକାଲ ପଦ୍ଧତିରେ ୭ ଲକ୍ଷ ଟଙ୍କା କାଢି ନେଇଛନ୍ତି ଦୁର୍ବୃତ୍ତ । ୩ଥର ଚେଷ୍ଟା କରିବା ପରେ ଟଙ୍କା କାଢିବାରେ ସକ୍ଷମ ହୋଇଥିଲା ଚୋର । ଏହି ଲୁଟରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ଖଣ୍ଡଗିରି ଥାନାରେ ଏଫଆଇଆର ପରେ ଘଟଣା ସ୍ଥଳ ଯାଇ ଡ଼ିସିପି ଛାନଭିନ କରିଛନ୍ତି […]

ଅପରାଧ ରାଜ୍ୟ

ମୁକୁଳା ଡ୍ରେନ୍‌ରେ ପଡିଛି ମୃତଦେହ, ହତ୍ୟାର କାରଣ ଖୋଜୁଛି ପୋଲିସ

ପୁରୀ ୧୮।୦୫: ମୁକୁଳା ଡ୍ରେନରେ ପଡିଛି ମୃତଦେହ। ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ମୃତଦେହ ପଡି ରହିଛି । ମୃତକ ଜଣେ ରିକ୍ସା ଚାଳକ। ସେ ଚନ୍ଦନପୁର ଅଂଚଳର ଗେଡା ସାହୁ। ତେବେ ନାଳରେ ପଡି ସେ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କିଏ ମାରି ଡ୍ରେନରେ ପକାଇଦେଇଛି । ସେନେଇ ସନ୍ଦେହ ସୃଷ୍ଟି ହେଉଛି। ବଡଦାଣ୍ଡରେ ମୁକୁଳା ଡ୍ରେନ ଥିବାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ […]

ଅପରାଧ ରାଜ୍ୟ

ଛୁଟି ମିଳିଲାନି, ଜୀବନ ହାରିଲେ ଅଗ୍ନିଶମ କର୍ମଚାରୀ: ବୁଡ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ଭଞ୍ଜନଗର ୧୭/୦୫: ଭଞ୍ଜନଗର ଗାଙ୍ଗପୁର ଥାନା ବୁଡ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଦମକଳ ବାହିନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛି ଗାଙ୍ଗପୁର ଥାନା ପୋଲିସ । ମୃତକ ହେଲେ ଦୟାନିଧି ମହନ୍ତ ସେ ଆସିକା ଦମକଳ ବାହିନୀରେ ଡ୍ରାଇଭର ହାବିଲଦାର ରୂପେ କାର୍ଯ୍ୟରତ ଥିଲେ । ଗତ ରାତିରେ ସେ ମାନସିକ ଭାରାକ୍ରାନ୍ତ ହୋଇ ବିଭାଗ ର ଗାଡ଼ିନେଇ ଏହି ବୁଡ଼ାକେନ୍ଦୁ ଜଙ୍ଗଲକୁ ଆସି ଆତ୍ମ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ କିଛି ସୁଇସାଇଡ ନୋଟ୍ […]