ପୋଖରୀରେ ଭାସୁଛି ନରକଙ୍କାଳ, ପୋଲିସ ଖୋଜୁଛି ପରିଚୟ
ବରଗଡ଼ ୨୪।୦୫ : ପୋଖରୀରେ ନରକଙ୍କାଳ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ଭଙ୍ଗାକଟା (ପୋଖରୀ)ରୁ ଜବତ ହୋଇଛି ନରକଙ୍କାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଦିନ ମାଛ ଧରାଳିମାନେ ମାଛ ଧରୁଥିଲେ । ଠିକ୍ ଏହି ସମୟରେ ପୋଖରୀର ଏକ ବୁଦା ନିକଟରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସେମାନେ ସୋହେଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ […]