ଅପରାଧ ରାଜ୍ୟ

ଜଳିଗଲା ଦୁଇଟି ଫାଷ୍ଟଫୁଡ୍ ଦୋକାନ, ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ସନ୍ଦେହ

ବାରିପଦା ୯।୬: ଜଳିଗଲା ଦୁଇ ଦୋକାନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନଠାରେ ଭୋରରୁ ପ୍ରାୟ ସାଢେ ୩ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି । ସକାଳେ ଲୋକେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରିଥିବା ବେଳେ ଦୋକାନ ଦୁଇଟି ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ । ବହୁ […]

ଅପରାଧ ରାଜ୍ୟ

ଭୁବନେଶ୍ବରରେ କେନ୍ଦ୍ରାପଡାର ସୁପାରୀ କିଲର, ହତ୍ୟା ପୂର୍ବରୁ ମାଡିବସିଲା ପୋଲିସ

ଭୁବନେଶ୍ବର ୮।୬: ଭୁବନେଶ୍ବରରେ କେନ୍ଦ୍ରାପଡ଼ାର ସୁପାରୀ କିଲର । କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ କବଜାରେ ତିନି ଜଣ ସୁପାରୀ କିଲର । ହତ୍ୟା ପୂର୍ବରୁ ମାଡ଼ିବସିଲା ପୋଲିସ । କେନ୍ଦ୍ରାପଡାରୁ ଦୁଇ ସୁପାରୀ କିଲରଙ୍କୁ ଭୁବନେଶ୍ବର ଡ଼କାଇ ହତ୍ୟା କରିବାକୁ ଷଡଯନ୍ତ୍ର ରରିଥିଲା ତୃତୀୟ କିଲର । ଏମାନଙ୍କ ନିକଟରୁ ୧୩ଟି ଜୀବନ୍ତ ଗୁଳି, ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ । ଏମାନେ କେନ୍ଦ୍ରାପଡାରୁ ଭୁବନେଶ୍ବରକୁ ଆସି ହତ୍ୟା କରିଥାନ୍ତେ । ଜଣେ ବ୍ୟବସାୟୀଙ୍କୁ […]

ଅପରାଧ ରାଜ୍ୟ

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକ ବ୍ଲାକମେଲିଂ କରୁଥିବା ଅଭିଯୋଗ

ଭୁବନେଶ୍ବର ୮।୬: କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମିକ ବ୍ଲାକମେଲିଂ କରୁଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ ବେଳେ ନିକଟରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଯୁବକ ଜଣଙ୍କ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କଠାରୁ […]

ଅପରାଧ ରାଜ୍ୟ

ATMରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ

ବାରିପଦା ୮।୬: ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ : ଶହେ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଭଦ୍ରକ ୦୮।୦୬ : ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢାଉ । ୧୦୦ ଲିଟରରୁ ଅଧିକ ଦେଶୀ ରନ୍ଧା ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ […]

ATMରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ

ବାରିପଦା ୮।୬: ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି […]

ଅପରାଧ ରାଜ୍ୟ

ଅଭିନବ ପ୍ରତିବାଦ, କଲେଜ ଫାଟକ ସାମ୍ନାରେ ପୂଜା ପାଠ କଲେ ଆନ୍ଦୋଳନକାରୀ

ଭଦ୍ରକ ୦୮।୦୬: ଅଭିନବ ପ୍ରତିବାଦ । କଲେଜ ଗେଟ୍‌ ସମ୍ମୁଖରେ ପୂଜା ପାଠ କଲେ ଧାରଣାରତ କର୍ମଚାରୀ । ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୧୭ ମାସର ବକେୟା ଦରମା ଓ ୯ ଦଫା ଦାବିରେ ନେଇ ଧାରଣାରେ ବସିଥିବା ଭଦ୍ରକ ବରପଦା କଲେଜର କର୍ମଚାରୀଙ୍କ ଆନ୍ଦୋଳନ ୪୪ ଦିନରେ ପହଞ୍ଚିଲାଣି । ଜିଲ୍ଲା ପ୍ରଶାସନ କିମ୍ବା କଲେଜର ଅଧିକାରୀ ନେଇ […]

ଅପରାଧ ରାଜ୍ୟ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

ପୁରୁଷୋତ୍ତମପୁର ୮।୬: ସରିଯାଇଛି ନିର୍ବାଚନ, ହେଲେ ଥମୁନି ହିଂସା। ଗଂଜାମ ଜିଲ୍ଲା ଜାମୁନି ପଞ୍ଚାୟତରେ ଘଟିଛି ଏଭଳି ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଗଂଜାମ ଜିଲ୍ଲା ଜାମୁନି ପଞ୍ଚାୟତରେ ଯୋଗେଶ ଓ ତାଙ୍କ ସାଙ୍ଗ ନନ୍ଦିକ ଗାଁରୁ ଯାତ୍ରା ଦେଖି ଫେରୁଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ସଂଘର୍ଷରେ […]

ଅପରାଧ ରାଜ୍ୟ

ଚାନ୍ଦିପୁର ସତ୍ୟବ୍ରତ ଦାସ ହତ୍ୟା ଘଟଣା, ୭ ଅଭିଯୁକ୍ତ ଗିରଫ

ବାଲେଶ୍ବର ୮।୬: ବାଲେଶ୍ବର-ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା ମାମଲାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ୭ ଜଣ ଅଭିଯୁକ୍ତ ଧରାପଡିଥିବା ଆଇଜି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋଲକତାର ଏବଂ ଅନ୍ୟ ୬ ଜଣ ବାଲେଶ୍ବର ଅଞ୍ଚଳର ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଜମିଜମା ଘଟଣାକୁ […]

ଅପରାଧ ରାଜ୍ୟ

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା

ତେଲକୋଇ ୦୮।୦୬ : ମଦ ନିଶା ହେଲା କାଳ । ମାକୁ ଶାବଳରେ ପିଟି ପିଟି ହତ୍ୟା ନୃଶଂସ ପୁଅ । କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲେ । ମାଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା […]