ଅପରାଧ ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମଗିରି ୨୧।୬: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୀ ଚୁଡଙ୍ଗ ସାହିର କାହ୍ନ ସ୍ବାଇଁ । ସୂଚନାଯୋଗ୍ୟ ଯେ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗରର ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ମୃତଦେହ ଝୁଲୁଥିବା ସକାଳୁ ଦେଖିବାକୁ ମିଳିଥିଲା । ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ଭାଇ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଜୁନ୍‌ ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଭୁଲ୍ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନତି ଦେଖା ଦେଇପାରେ । ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ । ଗୃହିଣୀ- ଭାଗ୍ୟଶାଳୀ ହେବେ । ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି । କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ । ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ । […]

ଅପରାଧ ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ ଟୁ ଡେଟ୍ କେସ୍‌ ଡାଏରୀ ଦାଖଲ !

ସାଲେପୁର ୨୦।୦୬ : ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ତଦନ୍ତରେ କାହିଁକି ବିଳମ୍ବ ହୋଇଛି । ଏହାର କାରଣ ଦର୍ଶାଇଭାକୁ ମାହାଙ୍ଗା […]

ଅପରାଧ ରାଜ୍ୟ

ମାସେ ନ ପୂରୁଣୁ ଆଉ ଏକ ଘଟଣା : ଚୋରି ଅଭିଯୋଗରେ ଯୁବକଙ୍କୁ ବାନ୍ଧି ଟ୍ରକରେ ନେଉଥିଲେ, ପାଟି ଶୁଣି ଅଧାରାସ୍ତାରେ ଧରିଲେ ଗାଁଲୋକେ

ପାରାଦୀପ ୨୦/୦୬ : ମାସେ ନପୂରୁଣୁ ଆଉ ଏକ ଘଟଣା । ଚୋରି ଅଭିଯୋଗରେ ଜଣେ ଯୁବକକୁ ପାରାଦୀପରୁ ହାତ, ଗୋଡ଼ ବାନ୍ଧି ମାଡମାରି ଟ୍ରକ ଡାଲାରେ ଅପହରଣ କରି ନେଉଥିଲେ । ତେବେ ମାର୍ଶାଘାଇ ହଜାରୀ ଛକ ନିକଟରୁ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମାର୍ଶାଘାଇ ପୋଲିସ ଜିମା ଦେଇଛନ୍ତି । ଖବର ପାଇ ପାରାଦୀପ ଲକ ଥାନା ପୋଲିସ ଯୁବକ ମିଥୁନ ମଲ୍ଲିକ ଉଦ୍ଧାର କରିଛି । ଏହାସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ […]

ଅପରାଧ ରାଜ୍ୟ

ପୋଲିସକୁ ଚକ୍‌ମା ଦେଇ ହାଜତରୁ ଫେରାର ହୋଇଗଲା ବ୍ରାଉନସୁଗାର ବେପାରୀ

ଜଳେଶ୍ବର ୨୦।୬: ପୋଲିସକୁ ଚକ୍‌ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର । ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଥାନା ହାଜତରୁ ଫେରାର ହୋଇଯାଇଛି । ପୋଲିସ ମୁକ୍ତାରକୁ ଖୋଜିବାକୁ ଛାନଭିନ୍ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଦ୍ବାରା ଗତ ଶନିବାର ଦିନ ଜଳେଶ୍ବର ପଶ୍ଚିମବାଡ ରାସ୍ତା ଚୈତନ ସାହୁ ଛକ ନିକଟରୁ ମୁକ୍ତାର ଖାନ୍ ନାମକ ବ୍ରାଉନସୁଗାର […]

ଅପରାଧ ଦେଶ ବିଦେଶ

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ମ୍ୟୁଜିକ କନସର୍ଟ ବାହାରେ ଆଖିବୁଜା ଗୁଳିମାଡ

ନୂଆଦିଲ୍ଲୀ ୨୦/୦୬: ଆମେରିକାରେ ଥମୁନି ଗୁଳିକାଣ୍ଡ । ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ଅନେକ ମୃତଦାହ ହୋଇଥିବା ଖବର ମିଳିଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀ ମଧ୍ୟ ଥିବା ସୂଚନା ମିଳିଛି । ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା । ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ […]

ଅପରାଧ ରାଜ୍ୟ

ଜନ୍ମପରେ ନବଜାତକକୁ ଫୋପାଡିଦେଲେ, ନାଳରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ଯାଜପୁର ୨୦/୦୬: ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ । ସୁଚାନୁଯାୟୀ ଆଜି ସକାଳ ସମୟରେ ଗ୍ରାମର କିଛି ମହିଳା ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟି ନାଳରେ ପଡିଥିବା ଦେଖିଥିଲେ । ମହିଳା ମାନେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ମଧ୍ୟ ଜଣାପଡିଛି । ତେବେ ଏହି ଶିଶୁଟି କାହାର […]

ଅପରାଧ ରାଜ୍ୟ

ଓଡିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ: ୬୦ରୁ ଅଧିକ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଜଳେଶ୍ୱର ୨୦/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମ ବେଙ୍ଗକୁ ଚୋରା ହେଉଥିବା ବେଳେ ରାଜଘାଟ ଠାରେ ପୋଲିସର ନାକା ପଏଣ୍ଟ ଥାଇ ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଦିଶାଙ୍କ ବୋଲ୍ଡ ଲୁକ୍‌ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ- ବଲିଉଡ୍‌ର ବିକିନି ଗର୍ଲ

ନୂଆଦିଲ୍ଳୀ ୨୦।୦୬ : ଦିଶା ପାଟାନି ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। ଫିଲ୍ମରେ ଯେଉଁଭଳି ବି ଭୂମିକା ନିଅନ୍ତୁ ନା କାହିଁକି ସେ ସବୁ ଆଡେ ତାଙ୍କ ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ଦିଶା ପାଟାନି ତାଙ୍କ ଗ୍ଲାମରସ୍ ଲୁକ୍ ଷ୍ଟାଇଲ୍‌ ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବାସ୍ତବ ଜୀବନ ସହିତ, ଦିଶାଙ୍କ ଅଧିକାଂଶ ବୋଲ୍ଡ ଲୁକ୍‌କୁ ପ୍ରଶଂସକମାନେ ପରଦାରେ ମଧ୍ୟ ଦେଖନ୍ତି। ସୋସିଆଲ ମିଡିଆରେ ଦିଶା ବହୁତ ଆକ୍ଟିଭ୍। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୦/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]