ଯୁବକଙ୍କ ତଣ୍ଟି ଚିପି ହତ୍ୟା ! ବିଦ୍ୟାଳୟ ଖେଳ ପଡିଆ ପଛପଟୁ ମିଳିଲା ମୃତଦେହ
ସାନଖେମୁଣ୍ଡି ୩୦/୦୬: ଶେରଗଡ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟେ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି । ଉକ୍ତ ଯୁବକ ଜଣଙ୍କ ହେଲେ ରାମଗିରି ଗ୍ରାମର ସିମାଞ୍ଚଳ ସାହୁ ବୟସ ୨୫ ବର୍ଷ । ପାଖରେ ଜୋତାଓ ମୋବାଇଲ ଓ ବେକରେ ତଣ୍ଟି ଚିପା ଦାଗ ଦେଖି ଶେରଗଡ ପୋଲିସ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି । ପାରିପାର୍ଶ୍ୱିକ ସ୍ଥିତି ଓ […]