ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ: ୧୯ରେ ସ୍ପଷ୍ଟ ହେବ କି ରାଜ୍ୟ ଆଭିମୁଖ୍ୟ!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। ଏହି ପ୍ରକଳ୍ପ ପାଇଁ ବଜେଟ୍ରେ ଟଙ୍କାଟିଏ ବି ବ୍ୟୟ ବରାଦ ହୋଇନଥିବା ବେଳେ ଆସନ୍ତା ୧୯ରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି […]









