ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଶଙ୍କର ଜଖମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ତୟବଙ୍କୁ ଗୁଳି ଫୁଟାଇ ହତ୍ୟା ଘଟଣାର ଅଭିଯୁକ୍ତ ଶଙ୍କର ଓରଫ ଦୀପକ ନାୟକ ପୁଲିସ ଏନ୍କାଉଣ୍ଟର୍ରେ ଆହତ ହୋଇଛି। ତା’ର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ପୁଲିସ କାବୁ କରିଛି। ୨୦୧୪ […]









