ପୋଲିସ୍କୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, କାନ୍ଥ କାଟି ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା
କେନ୍ଦୁଝର ୧୯/୧୦: କେନ୍ଦୁଝରରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ସହର ମଝିରେ ଥିବା ଏସପିଙ୍କ ଅଫିସ୍ ସମ୍ମୁଖରେ ମାତ୍ର ୧୦ ମିଟର ଦୂରରେ ଥିବା ସାଇରାମ ଜୁଏଲର୍ସରୁ କାନ୍ଥ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଦୁର୍ବୃତ୍ତମାନେ ସାଇରାମ ଜୁଏଲର୍ସର କାନ୍ଥ କାଟି ଡିସପ୍ଳେରେ ସଜା ହୋଇଥିବା ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଓ ୫ କେଜି ଓଜନର ରୂପା ଗହଣା ଲୁଟି ନେଇଛନ୍ତି । ଆଗକୁ ଧନତରାସ ଥିବାରୁ […]