କୋରାପୁଟ ଡାକ ଡିଭିଜନରେ ବି ଜାଲ୍ ସାର୍ଟିଫିକେଟ୍: ୨୫ରୁ ୨୨ ଆବେଦନକାରୀ ଧରାପଡ଼ିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜୟପୁର : କୋରାପୁଟ ଡାକ ଡିଭିଜନରେ ଗ୍ରାମୀଣ ଡାକ ସେବକ ପଦବି ନିମନ୍ତେ ଆବେଦନ କରିଥିବା ଅଧିକାଂଶ ପ୍ରାର୍ଥୀ ଜାଲ୍ ପ୍ରମାଣପତ୍ର ଦାଖଲ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୨୫ଜଣ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିବା ବେଳେ ସେଥିରୁ ୨୨ଜଣ ଜାଲ୍ ପ୍ରମାଣପତ୍ର […]









