ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ

ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଆକ୍ଷେପ: ଟ୍ୱିଟ୍ କରି କହିଲେ ମହାରାଷ୍ଟ୍ରରେ ଲକଡାଉନ୍ ଏହିଭଳି…

ମୁମ୍ବାଇ ୧୬/୦୪ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ୨୦୨୦ରେ କଙ୍ଗନା ଓ ମହାରାଷ୍ଟ୍ର ସରକାରନ ମଧ୍ୟରେ ଖୁବ ବୟାନବାଜି ହୋଇଥିଲା। ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ଯେ ମହାରାଷ୍ଟ୍ର ସରକାରଙ୍କ ଇସାରାରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ଏହାପରେ କଙ୍ଗନା ସୋସିଆଲ ମିଡ଼ିଆରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ ଓ ଅନେକ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ କଙ୍ଗନା ପୁଣି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାରେ […]

ଖେଳ ଦେଶ ବିଦେଶ

ଆଇପିଏଲ-୨୦୨୧ : ଆଜି କିଙ୍ଗ୍‌ସ ବନାମ କିଙ୍ଗ୍‌ସ, ମୁହାଁମୁହିଁ ହେବେ ଧୋନୀ ଓ ରାହୁଲ

ମୁମ୍ବାଇ ୧୬/୦୪: ଚଳିତ ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଛି । ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନିଙ୍କ ସୁପରକିଙ୍ଗ୍‌ସ ବିଜୟ ଖାତା ଖୋଲିବାକୁ ବ୍ୟଗ୍ର । ଅନ୍ୟ ପଟରେ ଲୋକେଶ ରାହୁଲଙ୍କ ଦୁର୍ଦ୍ଦଷ ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ । ବୋଲିଂ ତ୍ରୁଟି ସୁଧାରିବ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କ ଦରମା ପୁରା ପାକିସ୍ତାନ ଟିମର ବାର୍ଷିକ ଦରମା ସହ ସମାନ: ଗ୍ରେଡ୍-ଏ ପ୍ଲସରେ ଅଛନ୍ତି ଏହି ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ ୧୬/୦୪ : ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ରେକର୍ଡ ସୃଷ୍ଟି କରିବାରେ ଓ ନୂଆ କୀର୍ତ୍ତିମାନ ରଚିବାରେ ସବୁଠାରୁ ଆଗରେ। ରୋଜଗାର ମାମଲାରେ ମଧ୍ୟ କୋହଲି ସବୁଠାରୁ ଉପରେ ଅଛନ୍ତି। ସବୁଠାରୁ ଅଧିକ ଆୟ କରୁଥିବା କ୍ରିକେଟର୍ସଙ୍କ ତାଲିକାରେ କୋହଲିଙ୍କ ସାମିଲ ଅଛି। ଯଦି ବିଜ୍ଞାପନ ଆୟକୁ ଅଲଗା କରାଯାଏ ତାହେଲେ ବିସିସିଆଇ ଠାରୁ ମିଳୁଥିବା ବାର୍ଷିକ ଦରମା ପାକିସ୍ତାନର ପୁରା ଟିମର ବାର୍ଷିକ ଦରମା ସହ ପ୍ରାୟ ସମାନ। ନିକଟରେ ବିସିସିଆଇ ୨୦୨୦ ଅକ୍ଟୋବର […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିବାହ ସମାରୋହରେ ୫୦ରୁ ଅଧିକ ସାମିଲ ହେଲେ ୨୫ ହଜାର ଟଙ୍କା ଜରିମାନା, ସିଲ୍ ହେବ ମଣ୍ଡପ

ଜୟପୁର ୧୬/୦୪ : କରୋନାର ଦ୍ୱିତୀୟ ଲହରକୁ ଦେଖି ରାଜସ୍ଥାନ ସରକାର କଡା କଟକଣା ଜାରି କରିଛନ୍ତି। ମେ’ ୧୪ ତାରିଖ ଅକ୍ଷୟ ତୃତୀୟା ଦିନ ଓ ପିପଲ ପୂର୍ଣ୍ଣିମା ଅବସରରେ ପ୍ରଶାସନର କଡା ନଜର ରହିବ। ବିବାହ ସମାରୋହରେ ୫୦ ଜଣାରୁ ଅଧିକ ଅତିଥି ସାମିଲ ହେଲେ ୨୫ ହଜାର ଟଙ୍କା ଜରିମାନା ଲଗାଯିବ। ବ୍ୟାଣ୍ଡ୍ ବାଜା ପାର୍ଟିକୁ ସରକାର ୫୦ ଅତିଥି ସଂଖ୍ୟାଠୁ ଅଲଗା ରଖିଛନ୍ତି। ଗୃହ ବିଭାଗ ଗାଇଡଲାଇନ୍ ଅନୁସାରେ, ସମସ୍ତ କାର୍ଯ୍ୟପାଳକ, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସୁସ୍ଥ ଅଛନ୍ତି ପିସିସି ସଭାପତି: ମେଦାନ୍ତରେ ଚାଲିଛି ଚିକିତ୍ସା, ସୂଚନା ଦେଲେ ସାଂସଦ ଓ ପୁଅ ନବଜ୍ୟୋତି

ଭୁବନେଶ୍ୱର ୧୬/୪: ଠିକ୍ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା । ଟ୍ୱିଟ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରଞ୍ଜନ ସୁସ୍ଥ ଥିବା ନେଇ ଜଣାଇଛନ୍ତି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୁଅ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ସୋନୁ ସୁଦ୍: ଇନ୍ଦୋରକୁ ପଠାଇଲେ ୧୦ଟି ଅକ୍ସିଜେନ୍ ଜେନେରେଟର୍

ମୁମ୍ବାଇ ୧୬/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଜାରି ରହିଛି। ଦ୍ୱିତୀୟ ଲହରୀ ଖୁବ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଯାହାକୁ ନେଇ ସରକାର, ପ୍ରଶାସନ ଓ ଜନତା ଚିନ୍ତିତ। ସ୍ଥିତି ଦିନକୁ ଦିନ ବେକାବୁ ହେବାକୁ ଲାଗିଛି। ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ହସ୍ପିଟାଲରେ ରୋଗୀଙ୍କୁ ବେଡ଼ ମିଳୁନାହିଁ। ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଛି। ହସ୍ପିଟାଲମାନଙ୍କରେ ଅକ୍ସିଜେନ ସିଲିଣ୍ଡରର ମଧ୍ୟ ଅଭାବ ଦେଖାଦେଇଛି। ଏହିଭଳି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବଦଳୁଛି ଭାଇରସର ଲକ୍ଷଣ: କେବଳ ଥଣ୍ଡା ଜ୍ୱର ନୁହେଁ, ଡାଇରିଆ ଓ ଶରୀର ପୀଡା ବି ଥିଲେ ହୋଇପାରେ କରୋନା

ନୂଆଦିଲ୍ଲୀ ୧୬/୪ : ସାବଧାନ, ଧୀରେ ଧୀରେ ଲକ୍ଷଣ ବଦଳାଉଛି ମହାମାରୀ । ଭାଇରସ ଯେତିକି ଭୟଙ୍କର ମାତ୍ରାରେ ମାତୁଛି ସେତିକି ମାତ୍ରାରେ ତାର ଲକ୍ଷଣ ବି ପରିବର୍ତ୍ତନ ହେଉଛି । ଦେଶରେ ଏବେ ପ୍ରବାହିତ ହେଉଛି ୨ୟ ଲହର । ଆଉ ଏହି ଲହର ପ୍ରଥମ ଲହର ତୁଳନାରେ ଯଥେଷ୍ଟ ଅଧିକ ରହିଛି । ପ୍ରଥମ ଥର ସଂକ୍ରମିତ ହେବା ପରେ ଲୋକେ ପୁନଃ ସଂକ୍ରମିତ ହେବାର ଅଧିକ ଚାନ୍ସ ରହିଛି । ଖାସ ସେଥିପାଇଁ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ଛତିଶା ନିଯୋଗ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି

ପୁରୀ ୧୬।୪: ଶୁକ୍ରବାର ଛତିଶା ନିଯୋଗ ବୈଠକ । ଭର୍ଚୁଆଲରେ ଗୁଗୁଲ ମିଟ୍ ମାଧ୍ୟମରେ ଦିନ ୧୨ଟାରେ ହେବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏହି ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ଛତିଶା ନିଯୋଗର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହିବେ । କରୋନା ସମୟରେ ଶ୍ରୀମନ୍ଦିରରେ କିଭଳି ଦର୍ଶନ ବ୍ୟବସ୍ଥା ରହିବ ନା ବନ୍ଦ କରାଯିବ। ଜୀବନ ଜୀବିକାକୁ କିପରି ସନ୍ତୁଳିତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସହରରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଏକାଥରେ ଜଳୁଛି ଶହ ଶହ ଜୁଇ, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ ୧୫/୦୪ : କରୋନା ସଂକ୍ରମଣ ମାମଲାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସବୁ ରେକର୍ଡ ଭାଙ୍ଗିଛି। ବୁଧବାର ଦିନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଲକ୍ଷ୍ନୌରେ ୨୪ ଘଣ୍ଟାରେ ୫୪୩୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡ଼ିଆରେ ଲକ୍ଷ୍ନୌର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଭୈନ୍ସାକୁଣ୍ଡ ସ୍ଥିତ ସ୍ମଶାନର ବୋଲି କୁହାଯାଉଛି। ଭିଡିଓରେ ଏକାଥରେ ଅନେକ ଜୁଇ ଜଳୁଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୁନ୍‌ ୧୭ରୁ OJEE ପରୀକ୍ଷା, ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ

ଭୁବନେଶ୍ୱର ୧୫।୦୪: ଜୁନ୍‌ ୧୭ରେ OJEE ପରୀକ୍ଷା । ଜୁନ୍‌ ୧୭ରୁ ୨୪ ମଧ୍ୟରେ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ ଏଗ୍‌ଜାମିନେସନ (OJEE) । ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ୍‌ମିଟ୍‌କାର୍ଡ । ଚଳିତବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏଥିପାଇଁ ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ […]