ବିବାହ ବନ୍ଧନରେ ବାନ୍ଧି ହେଲେ ସୁଗନ୍ଧା ମିଶ୍ରା- ସାଙ୍କେତ ଭୋସଲେ
ମୁମ୍ବାଇ ୨୭/୦୪: କମେଣ୍ଡିଆନ୍ ସୁଗନ୍ଧା ମିଶ୍ରା ଏବଂ ସାଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏପ୍ରିଲ୍ ୨୬ ରେ ଦୁହେଁ ପରିବାର ଉପସ୍ଥିତିରେ ଜଲନ୍ଧର କ୍ଲବ କାବାନାରେ ବିବାହ କରିଥିଲେ । ସୁଗନ୍ଧାଙ୍କ ବନ୍ଧୁ ତଥା ନିର୍ମାତା ପ୍ରୀତି ସିମନ୍ସ ତାଙ୍କ ଇନଷ୍ଟା ଷ୍ଟୋରୀରେ ବିବାହ ଫଟୋ ପୋଷ୍ଟ କରିଛନ୍ତି । କରୋନା କାରଣରୁ ଏହି ବିବାହରେ କେବଳ ଅତି ନିକଟତର ଲୋକ ସାମିଲ୍ ହୋଇଥିଲେ । ସୁଗନ୍ଧାଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆରେ […]