ଏଫସିଆଇ-ଯୋଗାଣ ନିଗମର ବୈଠକ: କମିଛି କେନ୍ଦ୍ରର ଚାଉଳ କ୍ରୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୨୦୧୮ ମସିହାରେ ଓଡ଼ିଶା ଠାରୁ ଏଫସିଆଇ କ୍ରୟ କରିଥିଲା ୧୭.୮୪ ଲକ୍ଷ ମେଟ୍ରିକ ଟନ୍ର ଚାଉଳ। ୨୦୧୯ରେ ୧୭.୧୫ ଲକ୍ଷ ମେଟ୍ରିକ ଟନ୍, ୨୦୨୦ ମସିହାରେ ୧୮.୯୯ ଲକ୍ଷ ମେଟ୍ରିକ ଟନ୍ ଏବଂ ୨୦୨୧ ମସିହାରେ ୯.୧୭ ଲକ୍ଷ […]









