‘ଗୋ ବ୍ୟାକ୍’ ନାରାକୁ ଖାତିର୍ କରୁନି ଆନ୍ଧ୍ର: ଓଡ଼ିଶା ସ୍କୁଲରୁ ବିଦ୍ୟୁତ୍ କାଟିଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ/ ପଟ୍ଟାଙ୍ଗି: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜାନ୍ନା ଦୋରା କୋଟିଆ ପଞ୍ଚାୟତ ଗସ୍ତରେ ଆସୁଥିବା ସୂଚନା ମିଳିଛି। ଗତ ଏପ୍ରିଲ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଗୋ ବ୍ୟାକ୍’ ନାରା ଏବଂ ପରଦିନ ସାମ୍ବାଦିକ ସମ୍ମିଳନୀ ଡାକି ପି. […]









