ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍ଗଲେ ମାଷ୍ଟରମାଇଣ୍ଡ ସମେତ ୧୯
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲାରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ମନୋଜଙ୍କ କୋଚିଂ ସେଣ୍ଟର ହିଁ ନକଲି ସାର୍ଟିଫିକେଟ ତିଆରିର ମୁଖ୍ୟ କେନ୍ଦ୍ର ଥିଲା ବୋଲି […]









