ରହସ୍ୟଜନକ ନାକରୁ ରକ୍ତ ପଡ଼ିବା ରୋଗ: ୩ ଜଣଙ୍କ ମୃତ୍ୟୁ ପରେ କ୍ବାରାଣ୍ଟିନ୍ରେ ଆଫ୍ରିକୀୟ ସହର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବୁରୁଣ୍ଡି: ଆଫ୍ରିକାର ବୁରୁଣ୍ଡିର ଏକ ସହରରେ ଏକ ରହସ୍ୟଜନକ (ଅଜଣା) ଭୂତାଣୁ ସଂକ୍ରମଣ ଯୋଗୁ ନାକରୁ ରକ୍ତ ପଡ଼ୁଛି ଓ ଲୋକର ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ସହରର ୩ ଜଣ ଲୋକଙ୍କର ଏହିପରି ଭାବେ ମୃତ୍ୟୁ ଘଟିବା ପରେ […]









