ମୃତ୍ୟୁ ଶୂନ୍ୟ ସପ୍ତାହ: ତୃତୀୟ ଦିନରେ ୧୦ ମୃତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ରାଜ୍ୟ ପରିବହନ କର୍ତ୍ତୃପକ୍ଷ( ଏସ୍ଟିଏ) ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ଅଭିଯାନର ତୃତୀୟ ଦିନରେ ଚଢଉ ଜୋରଦାର କରାଯାଇଛି। ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା […]









