ଏଥର ମୌସୁମୀରେ ହେବ ସ୍ବାଭାବିକ ବର୍ଷା: ଆଇଏମ୍ଡି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ଏଥର ମୌସୁମୀରେ ଏଲ୍ନିନୋ ପ୍ରଭାବରେ ଦେଶରେ କମ୍ ବର୍ଷା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଆକଳନ ତାହାକୁ ଭୁଲ୍ ପ୍ରମାଣିତ କରିଛି। ଆଇଏମ୍ଡି କହିଛି, ଏବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଅଧିକାଂଶ ସ୍ଥାନ ଯଥା […]









