ଖୁଲମ୍ଖୁଲା ଆଇପିଏଲ୍ ଜୁଆ: ବଡ଼ ଅଂଶକୁ ଏବେ ବି ଛୁଇଁ ପାରିନି ଆଇନର ହାତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା: ଗତ ୩୧ ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ଆରମ୍ଭ ହୋଇଛି। ଏହି ଟୁର୍ଣାମେଣ୍ଟ ମେ’ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଗତ ବର୍ଷଗୁଡ଼ିକ ଭଳି ଆରମ୍ଭରୁ ରାଉରକେଲା ସହରରେ ଆରମ୍ଭ ହୋଇ ଯାଇଛି ବେଟିଂ ବା ଜୁଆ। ସହରର […]









