ପୁଣି ଚର୍ଚ୍ଚାରେ ସେହି ଦାନ୍ତେୱାଡ଼ା: ମାଓ ଆକ୍ରମଣ ୧୦ ଯବାନ ସହିଦ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍ଲା କରିଛନ୍ତି ମାଓବାଦୀ। ଅରନପୁର ଅଞ୍ଚଳରେ ମାଓବାଦୀମାନେ ଆଜି ବିସ୍ଫୋରଣ କରି ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଘଟଣାସ୍ଥଳରେ ୧୦ଜଣ ଯବାନ ସହିଦ […]









