ଖଜୁରିଆରୁ ଧରାପିଡଲେ ବନ୍ୟ ଜନ୍ତୁ ଶିକାରୀ, ସମ୍ୱର ସିଙ୍ଘ ସହ ଅସ୍ତ୍ରଶସ୍ତ୍ର ଓ ମୋଟର ସାଇକେଲ ଜବତ
ବରଗଡ ୦୬/୦୮: ବନ୍ୟ ଜନ୍ତୁ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଗତକାଲି ବରଗଡ଼ ଜିଲ୍ଲା ଖଜୁରିଆ ଅଞ୍ଚଳରୁ VHF ମାଧ୍ୟମରେ ଖବର ପାଇ ବନବିଭାଗର ୧୮ ଜଣିଆ ପେଟ୍ରୋଲିଂ ଟିମ ହୀରାକୁଦ ୱାଇଲଡ଼ ଲାଇଫ ଡିଭିଜନ ଅଧୀନରେ ଥିବା ଡେଵରିଗଡ଼ ସେଂଛୁରୀ ଅଞ୍ଚଳ ଭିତରେ ଥିବା ଉଷା କୋଠି ନିକଟରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସକ୍ଷମ ହୋଇଛି । ଅଭିଯୁକ୍ତ ମାନେ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ ପ୍ରଧାନ, […]