ଚୀନ୍ କ୍ଷେପଣାସ୍ତ୍ର ମାଡ଼ର ଜବାବ ଦେବ ଜାପାନ
ଟୋକିଓ : ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସି ତାଇୱାନ ପରେ ଜାପାନ ଗସ୍ତରେ ଯାଇ ଚୀନ୍ ବିରୋଧୀ ବୟାନ ଦେଇଥିବାରୁ ଏଥିରେ ଚୀନ୍ ଅଧିକ ଉଗ୍ର ହୋଇଉଠିଛି । ତାଇୱାନ ଚାରିପଟେ ବୃହତ୍ତମ ସମରାଭ୍ୟାସ ଆରମ୍ଭ କରିଥିବା ଚୀନ୍ ଜାପାନକୁ ଟାର୍ଗେଟ୍ କରି ୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜାପାନ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚୀନ୍ର ଏଭଳି ଆକ୍ରମଣର ଜବାବ […]