ଇନଷ୍ଟାଗ୍ରାମ ଫଲୋର୍ସକୁ ନେଇ ହତ୍ୟା ! ନାବାଳିକା ସହ ଭାଇ ଏବଂ ସାଙ୍ଗ ଗିରଫ
ନୂଆଦିଲ୍ଳୀ ୦୭।୧୦: ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହି ଘଟଣାରେ ଜଣେ ନାବାଳିକା ସମ୍ପୃକ୍ତ ଥିବା ନେଇ ପୋଲିସ ଦାବି କରିଛି। ଏହାକୁ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ତାଙ୍କ ଭାଇ, ଦୁଇ ସାଙ୍ଗଙ୍କ ସାହାଯ୍ୟରେ ପିଲାଟିକୁ ପିଟିବା ପରେ ହତ୍ୟା କରିଥିଲେ । ଏହି ଘଟଣା ପଛର କାରଣ ଥିଲା ଇନଷ୍ଟାଗ୍ରାମର ଫଲୋର୍ସ ସଂଖ୍ୟା । ଏହାକୁ ନେଇ ପୋଲିସ୍ […]