ଜଗବନ୍ଧୁଙ୍କ ଫେସ୍ବୁକ୍ ଆକାଉଣ୍ଟ ବନ୍ଦ, ଅର୍ଚ୍ଚନା ନାଗ ଗିରଫ ପରଠୁ ଅଛନ୍ତି ଫେରାର
ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲ୍ ର ରାଣୀ ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ। ସେପଟେ ପୋଲିସ ଖୋଲିଛି ଏହି ବ୍ଲାକମେଲରର ଇ.ମେଲ ଆଇ.ଡି.। ଏହି ମେଲ୍ ରୁ ୨୦ ଦେହଜୀବିଙ୍କ ଫଟୋ ଓ ତଥ୍ୟ ମିଳିଥିବା ସୂଚନା। ଅର୍ଚ୍ଚନା ମୁମ୍ବାଇ ଓ […]