ଖୋର୍ଦ୍ଧା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, ୨ଟି ଶକ୍ତି ପୀଠ ପରିଦର୍ଶନ ସହ ଉନ୍ନୟନ କାମର କଲେ ସମୀକ୍ଷା
ଭୁବନେଶ୍ୱର ୨୧।୧୧ : ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ଶକ୍ତି ପୀଠ ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି । ଏହାସହ ସଠିକ୍ ସମୟରେ କିପରି ସବୁ କାମ ସରିବ । ସେଦିଗରେ ଆଲୋଚନା କରିଛନ୍ତି । ଖବର ଅନୁଯାୟୀ, ସୋମବାର ଭୋରରୁ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ ଗସ୍ତରେ ଅଛନ୍ତି 5T ସଚିବ ଭି.କେ […]









