ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ଦୁର୍ବୃତ୍ତ ଜାଳିଦେଲେ ମୋଟର ସାଇକେଲ୍
ବ୍ରହ୍ମପୁର ୨୨/୧୧; ବ୍ରହ୍ମପୁର ଗେଟ ବଜାର ଅଞ୍ଚଳ ଏକ ହୋଟେଲ ନିକଟରେ ଅଗ୍ନିକାଣ୍ଡ। ଗୋଟିଏ ମୋଟର ସାଇକେଲ୍ ଏବଂ ସାଇକେଲ୍ରେ ନିଆଁ ଲାଗି ପୋଡିଯାଇଥିବା ସୂଚନା ମିଳିଛି। ତେବେ ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ମୋଟର ସାଇକେଲ ଓ ସାଇକେଲ ରେ ନିଆଁ ଲଗାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ମୋଟର ସାଇକେଲ ଓ ସାଇକେଲ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ କାହିଁକି, କିଏ ନିଆଁ ଲଗାଇଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପଛର […]









