ଅପରାଧ ରାଜ୍ୟ

ବ୍ରହ୍ମପୁର: ଛାତ୍ରୀ ମୃତ୍ୟୁ ଘଟଣା ରହସ୍ୟ ବଢ଼ୁଛି

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ବିତି ସାରିଲାଣି। ଅଥଚ ପୁଲିସ ମୃତ୍ୟୁର କାରଣ ଖୋଜି ପାଇପାରୁ ନାହିଁ। ଏହି ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁକରି ମୃତ ଦୀପ୍ତିଲତାଙ୍କ ମା’ ଜ୍ୟୋତ୍ସ୍ନାରାଣୀ ଦାସ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହିଁ। ସେପଟେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଡୋନେସିଆ ଭୂମିକମ୍ପ ; ବଢୁଛି ମୃତାହତଙ୍କ ସଂଖ୍ୟା, ଏବେ ସୁଦ୍ଧା ଗଲାଣି ୧୬୨ ଜୀବନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଶକ୍ତିଶଳୀ ଭୂମିକମ୍ପରେ ବଢୁଛି ମୃତାହତଙ୍କ ସଂଖ୍ୟା । ଜାଭା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଏଥିରେ ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ସୋମବାର ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱୀପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି । ସ୍ଥାନୀୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରସାୟନିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, କ୍ଷଣକ ମଧ୍ୟରେ ଚାଲିଗଲା ୩୬ ଜୀବନ

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ଅଗ୍ନିକାଣ୍ଡ । ଚୀନର ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ହେନାନର ଓ୍ବେନଫାଙ୍ଗ ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସୋମବାର ଏକ ରସାୟନିକ ଉଦ୍ୟୋଗ […]

ଅପରାଧ ରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, ସ୍ତ୍ରୀ ପେଟରେ କଇଁଚି ଭୁସି ହତ୍ୟା କଲା ସୈତାନ ସ୍ୱାମୀ

ଉଦଳା ୨୨/୧୧: ଶ୍ୱଶୁର ଘରକୁ ଆସି ଜ୍ୱାଇଁ ସାଜିଲା ହତ୍ୟାକାରୀ । ସାମାନ୍ୟ ଘରୋଇ କଳହରୁ ସ୍ତ୍ରୀ ପେଟରେ ଭୁସିଦେଲା କଇଁଚି । କେବଳ କଇଁଚି ଭୂସିନି ଅତି ନିର୍ମମ ଭାବେ ହତ୍ୟା ବି କରିଛି । ଏଭଳି ଘଟଣା ଘଟିଛି ଉଦଳା ଖୁଣ୍ଟା ଥାନା ହିଞ୍ଜିଳଗଡିଆ ଗ୍ରାମରେ । ସୂଚନା ଥାଉକି, ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗି ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆ ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ତେବେ ଗତକାଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରେଇ: ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ୭ ଶହ କର୍ମଚାରୀ

ଯାଜପୁର: କୋରେଇ ଷ୍ଟେସନରେ ହୋଇଥିବା ରେଳ ଦୁର୍ଘଟଣାର ଉଦ୍ଧାର ଓ ମରାମତି କାର୍ଯ୍ୟରେ ‌ରେଳ ବିଭାଗ ଭଦ୍ରକ ଓ ଖୋର୍ଦ୍ଧା ଡିଭିଜନର ମୋଟ୍‌ ୭ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମରାମତି ଓ ଭଙ୍ଗା ରେଳଡବାଗୁଡ଼ିକୁ ହଟାଇବା ପାଇଁ ବହୁ ମେସିନ କାର୍ଯ୍ୟରେ ଲଗାଯାଇଛି। ଲାଇନ୍‌ଚ୍ୟୁତ ହୋଇଥିବା ମୋଟ୍‌ ୧୬ଟି ଡବାରୁ ରାତି ପର୍ଯ୍ୟନ୍ତ ୮ଟି ଡବାକୁ ଧାରଣାରୁ ହଟାଯାଇଛି। ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍‌ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ରାତି ସୁଦ୍ଧା ଡାଉନ୍‌ ଲାଇନ୍‌ରେ ରେଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଙ୍ଗଳବାରଠୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

ପୁରୀ ୨୨/୧୧: ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି ।‌ ଆଜି ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ […]

ରାଜନୀତି ରାଜ୍ୟ

ଯୋଜନା ପରେ ଯୋଜନା, ତଥାପି ହଟୁନି ଅନ୍ଧାର

ବାରିପଦା : ରାଜ୍ୟର ସର୍ବବୃହତ ଆଦିବାସୀବହୁଳ ଜିଲ୍ଲା ମୟୂରଭଞ୍ଜରେ ୧୩୧୨ ଗାଁ ଏବେ ବି ଅନ୍ଧାରରେ। ବିଦ୍ୟୁତ ସଂଯୋଗ ନଥିବାରୁ ଜିଲ୍ଲାର ୧୫ ହଜାର ୧୦୨ ପରିବାର ଟେଲିଭିଜନ୍‌ ଦେଖିବାରୁ ମଧ୍ୟ ବଞ୍ଚିତ। ଦେଶରେ ୫-ଜି ସେବା ଆରମ୍ଭ ହୋଇଗଲାଣି। ଲୋକେ ପ୍ରତି ସେକେଣ୍ଡରେ ଦେଶ,ବିଦେଶର ଖବର ଜାଣିପାରୁଛନ୍ତି। ହେଲେ ଏସବୁ ଗାଁରେ ଟିଭି ଓ ଇଣ୍ଟରନେଟ୍‌ ସେବା ଅପହଞ୍ଚ ହୋଇଥିବାରୁ ଦେଶ, ବିଦେଶ, ରାଜ୍ୟ କଥା ଦୂରେ ଥାଉ; ନିଜ ଜିଲ୍ଲାରେ ଘଟୁଥିବା ଖବର ସଂପର୍କରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଗେଶ୍ୱର ପରେ ପଡିବ ଶ୍ରଦ୍ଧାଞ୍ଜଳିଙ୍କ ପାଳି ! ହାଜର ପାଇଁ ନୋଟିସ୍‌ କରିଛି ଇଡି

ଭୁବନେଶ୍ୱର ୨୨।୧୧ : ଖଗେଶ୍ୱର ପରେ ପଡିବ କି ଶ୍ରଦ୍ଧାଞ୍ଜଳିଙ୍କ ପାଳି । ହାଜର ହେବା ପାଇଁ ନୋଟିସ କଲା ଇଡି । ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁଁହାମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨୩ ତାରିଖ ଭିତରେ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଛି । ସେପଟେ ଗିରଫ ଦାରି ଏଡାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଶ୍ରଦ୍ଧାଞ୍ଜଳିଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ, ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର କରିବ ନୌସେନା

ପାରାଦୀପ ୨୨।୧୧ : ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ। ଖବର ଅନୁଯାୟୀ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍‌ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ ରାତିରୁ ପୁଣି ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ ଲାଗିଛି। ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା। ଗତ ରାତି‌ରେ ଏହା ଓଡ଼ିଶାର ଥଣ୍ଡା ସହର ପାଲଟିଥିଲା। ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଗତକାଲି କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ରାତି ତାପମାତ୍ରା ୧୯.୯ ଡିଗ୍ରି ରହିଥିଲା ‌ବୋଲି […]