ପ୍ରଚଣ୍ଡ ଶବ୍ଦ ହେଲା କାହିଁକି? ଭୟଭୀତ ହେଲେ ୩ ଜିଲ୍ଲାର ଲୋକେ
ଯାଜପୁରସଦର/ଭଦ୍ରକ : ସମୟ ସକାଳ ୧୦.୪୫। ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ -ଅଞ୍ଚଳରେ ଶୁଣିବାକୁ ମିଳିଲା ପ୍ରଚଣ୍ଡ ଶବ୍ଦ। ଲୋକେ ଭୟଭୀତ ହେଲେ। ଶବ୍ଦକୁ ନେଇ ଗୁଜବ ବି ପ୍ରଚାର ହେଲା। କିଏ କହିଲା ଭୂମିକମ୍ପ ତ ଆଉ କିଏ କହିଲା ବିମାନ ଖସି ପଡ଼ିଲା। ହେଲେ ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହେଲା। ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କାହିଁକି ହେଲା ଏହାର କାରଣ ଅସ୍ପଷ୍ଟ ରହିଗଲା। ଆଜି ସକାଳ ପ୍ରାୟ […]









