ରାଜ୍ୟ ସ୍ପେଶାଲ ରିପୋର୍ଟ

ହୀରାକୁଦରେ ଅଣମୌସୁମୀ ଜଳ ହ୍ରାସ ପାଉଛି

ଭୁବନେଶ୍ବର : ହୀରାକୁଦଠାରେ ହାରହାରି ଅଣମୌସୁମୀ ଜଳ ହ୍ରାସ ପାଉଛି। ଏହାଦ୍ବାରା ଅଣମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହ ତଟବର୍ତ୍ତୀ ଅଞ୍ଚଳରେ କମୁଥିବା ନଜରକୁ ଆସିଥିବା ସୂଚନା ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ମହାନଦୀ ଅବବାହିକାର ଉପର ଅଞ୍ଚଳରେ ଛତିଶଗଡ଼ ଅବସ୍ଥିତ। ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଣମୌସୁମୀ ସମୟରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଲ୍ଲା ଦାବିରେ ୬ ଘଣ୍ଟିଆ ବଣାଇ ବନ୍ଦ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ତାଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଣାଇ ୦୨/୧୨: ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ ବଣାଇକୁ ଜିଲ୍ଲା ଦାବିରେ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଣାଇ କ୍ରିୟାନୁଷ୍ଠାନ କମିଟି । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ବଣାଇ, ଗୁରୁଣ୍ଡିଆ, ଲହୁଣୀ ପଡା ଏବଂ କୋଇଡାକୁ ନେଇ ଏହି ଉପଖଣ୍ଡ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ରେ ଆଣ୍ଡାମାନରେ ଲଘୁଚାପ, ଓଡ଼ିଶାକୁ ପ୍ରଭାବ ନାହିଁ

ଭୁବନେଶ୍ବର : ଆସନ୍ତା ୫ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ରୂପ ନେବ। ୮ ତାରିଖ ବେଳକୁ ଏହା ଦକ୍ଷିଣରେ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳରେ ପହଞ୍ଚିପାରେ। ତେବେ ଏହାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫିଫା ବିଶ୍ୱ କପ୍‌ରେ ବଲାଙ୍ଗୀର ଓଭୋ ଫାର୍ମ ଅଣ୍ଡା, ଗୋଟିଏ ଦିନରେ ବାହାରୁଛି ୧୦ ଲକ୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଲାଙ୍ଗୀର ୦୨/୧୨: ବିଶ୍ୱଦରବାରରେ ଓଡିଶା ପାଇଁ ଆଣିଛି ସଫଳତା । ବଲାଙ୍ଗୀର ଓଭୋଫାର୍ମରୁ ଯାଇ ପହଂଚିଛି ଫିଫାୱର୍ଲଡ଼ କପରେ । ଆଉ ମେକଇନ ଓଡିଶାରେ ସଫଳ ଓ ଅନ୍ତର୍ଜାତୀୟ ସୁନାମ ଆଣିଥିବା ଓଭୋ ଫାର୍ମ ହେଉଛି ଜ୍ୱଳନ୍ତ ଉଦାହରଣ । ଅତ୍ୟାଧୁନିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଥର ମାଫିଆଙ୍କ ପାଇଁ ଭୁଶୁଡ଼ିବ ଶିବରାମ ଗୁମ୍ଫା

ଯାଜପୁର: ଧର୍ମଶାଳାର କଳାପଥର ବ୍ୟବସାୟର କଳା ସାମ୍ରାଜ୍ୟ ପାଇଁ ପାହାଡ଼ପର୍ବତ ଓ ପରିବେଶ ଆଜି ଧ୍ବଂସାଭିମୁଖୀ। ଲୋକଙ୍କ ଧର୍ମୀୟ ଭାବନାକୁ ବି ମାଫିଆମାନେ ଭାଙ୍ଗି ଚୂର୍‌ମାର କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏହାର ଦୃଷ୍ଟାନ୍ତ ହେଉଛି ଚାରଗୋଠ ଗାଁ ନିକଟସ୍ଥ ମଉଳାଗଞ୍ଜ ପାହାଡ଼ର ଶିବରାମ ଗୁମ୍ଫା। ପଥର ବ୍ଲାଷ୍ଟିଂର ପ୍ରଭାବରେ ଏହା ଭୁଶୁଡ଼ିବା ସହ ଧ୍ବଂସ ହେବାକୁ ଯାଉଛି। ମଉଳାଗଞ୍ଜ ପାହାଡ଼ଟି ସାଧାରଣରେ କଠୌଣୀ ତଥା ବାଘୁଆ ପାହାଡ଼ ନାମରେ ପରିଚିତ। ଏହି ପାହାଡରେ ହରହରି ପୀଠ ତଥା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୨/୧୨: ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ଅପାର ଲୋକପ୍ରିୟତା ଆଣି ଦେଇଥିଲା। ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ […]

ଅପରାଧ ରାଜ୍ୟ

ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଆଠମଲ୍ଲିକ ୦୨/୧୨: ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର ଘୋଡାଗାଡି ଖେସରା ଜଙ୍ଗଲରୁ ଦଶବର୍ଷର ଦନ୍ତା ହାତୀର ମୃତେଦହ ଠାଵ କରିଛି ବନବିଭାଗ । ହାତୀ ମୃତ୍ୟୁ କାରଣ କଣ ଜଣାପଡ଼ିନି । କିନ୍ତୁ ହାତୀର କିଛି ସ୍ଥାନରେ ରକ୍ତର ଦାଗ ମାନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର ଯିବେ କେନ୍ଦ୍ରମନ୍ତ୍ରୀ,ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠାରେ ଯୋଗଦେବେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ ୦୨/୧୨: ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି । ଦିନ ପ୍ରାୟ ୧୦.୩୦ରେ ଗୋଡିବନ୍ଧ ଛକରୁ ଏକ ମଟର ସାଇକେଲ ରାଲିରେ ଗୁରୁଜାଙ୍ଗ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେହିଠାରେ ହନୁମାନ ମନ୍ଦିରରେ ବିଗ୍ରହ […]

ଅପରାଧ ରାଜ୍ୟ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭଦ୍ରକ ୦୨/୧୨: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ଜଳିଗଲେ ଦୁଇ ଗୋମାତା । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି […]