ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିକୁ ତଥ୍ୟ ଦେଲା କମିସନରେଟ ପୁଲିସ: ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଶେଷରେ ଇଡିକୁ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ। ଉଭୟ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା କେସର ତଥ୍ୟ ଜବତ କରିଥିବା ମୋବାଇଲ ଫୋନ୍, ଲାପଟପ୍, ହାର୍ଡଡିସ୍କ, ଜମିବାଡ଼ି କାଗଜପତ୍ର, ୪ଟି ବ୍ୟାଙ୍କ ଡିଟେଲ୍ସ ଓ ସୁପ୍ରିମ କାର ବଜାର ବ୍ୟବସାୟ ସମ୍ପର୍କରେ ତଥ୍ୟ ଆଦି ରହିଛି। ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ସେମାନଙ୍କ ବୟାନ ପୁଲିସ ନିକଟରେ କ’ଣ […]

ରାଜନୀତି ରାଜ୍ୟ

ଆରମ୍ଭ ହେଲା ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ

ବରଗଡ଼/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟଗ୍ରହଣ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ହାଇଭୋଲଟେଜ୍ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ମୋଟ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା। ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ଲାଗିପଡିଥିବା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପି ଭିତରେ ଛକାପଞ୍ଝା ତଥାପି […]

ରାଜ୍ୟ

ଦନ୍ତା ହାବୁଡ଼ରେ ପଡିଗଲେ ଯୁବକ, ଆକ୍ରମଣରେ ଚାଲିଗଲା ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କରଞ୍ଜିଆ ୦୫।୧୨ : ଦନ୍ତା ଆକ୍ରମଣରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶୀତ, ୩ ଦିନରେ ୩ ଡିଗ୍ରି କମିବ

ଭୁବନେଶ୍ବର : ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏହାସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ୧୩.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଣାର୍କ ଉତ୍ସବ : ଚତୁର୍ଥ ସନ୍ଧ୍ୟାର ପରିବେଶିତ ହୋଇଛି ଭାରତନାଟ୍ୟମ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋଣାର୍କ ୦୫।୧୨ : କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାର ପରିବେଶିତ ହୋଇଛି ଭାରତନାଟ୍ୟମ୍ । ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଚେନ୍ନାଇର ଲୀଲା ସାମସନ ଓ ସାଥୀ କଳାକାର ଭାରତନାଟ୍ୟମ ପରିବେଷଣ କରିଥିଲେ । ନୃତ୍ୟରେ ଗଜାନନ ସ୍ତୁତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର: ୪ ମାସରେ ଜବତ ହେଲାଣି ଅଧ କୋଟି

ଭୁବନେଶ୍ବର : ଗତ ୪ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଧ କୋଟିଏରୁ ଊର୍ଧ୍ବ ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇସାରିଲାଣି। ଯାହାକି ରାଜ୍ୟର ଜାଲ୍‌ ନୋଟ୍‌ କାରବାରର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ବଜାର, ହାଟ, ମଲ୍‌ ଏମିତିକି ଏଟିଏମ୍‌ରୁ ବି ମିଳୁଛି ନକଲି ନୋଟ୍‌। ବେଳେବେଳେ ବ୍ୟାଙ୍କରୁ ବି ଧରାପଡ଼ୁଛି ଜାଲ ନୋଟ୍‌। ଦେଶରୁ କଳାଟଙ୍କା ଓ ଜାଲ୍‌ ନୋଟ୍‌ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୫।୧୨ : ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଭାରତ ମହାସାଗର ଓ ଏହା ସଂଲଗ୍ନ ମାଇକ୍ରୋ ଷ୍ଟେଟ୍‌ ଅଞ୍ଚଳକୁ ପ୍ରବେଶ କରିଛି । ସୋମବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକରେ ଯୋଗଦେବେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୫।୧୨: ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ବୈଠକ ରାଷ୍ଟ୍ରପତି ଭବନରେ ହେବ। ଦେଶର ସବୁ ଦଳର ମୁଖ୍ୟ ଏହି ବୈଠକ […]

ଇସ୍ପାତ୍‌ ରାଜଧାନୀକୁ ବାଟ ନାହିଁ

ଯାଜପୁର : ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗରକୁ ଏବେ ବାଟ ନାହିଁ! କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଦେଶର ସର୍ବାଧିକ କ୍ରୋମାଇଟ୍ ଉପତ୍ୟକା କାଳିଆପାଣି‌କୁ ଯୋଗାଯୋଗ କରୁଥିବା ୫୩ନମ୍ବର ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ପୋଲ (କବାଟବନ୍ଧ) ଓ ଦାନଗଦୀର ମାନପୁର(ଓଭର ବ୍ରିଜ) ଉପରେ ଭାରୀଯାନ ଚଳାଚଳକୁ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି। ଫଳରେ ଜନସାଧାରଣଙ୍କ ଜୀବନଜୀବିକା ଓ ଖଣିଜପଥର ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ୫୩ନମ୍ବର ଜାତୀୟ ରାଜପଥରେ ଥିବା କବାଟବନ୍ଧ ବ୍ରାହ୍ମଣୀ ପୋଲ ମରାମତି ନାମରେ […]

ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼ ୦୫।୧୨ : ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ । ପଦ୍ମପୁରର ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ୩୧୯ଟି ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତଦାନ ସାବ୍ୟସ୍ତ କରିବେ। ପଦ୍ମପୁର ଉପନିର୍ବାଚନ ମଇଦାନରେ ଥିବା […]