ମଣିଜଙ୍ଗା ଛକରେ ସିରିଜ୍ ଦୁର୍ଘଟଣା, ୫ ଗୁରୁତର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର ୦୫।୧୨ : କଟକ-ପାରାଦୀପ ରାସ୍ତାର ମଣିଜଙ୍ଗା ଛକ ନିକଟରେ ସିରିଜ ଦୁର୍ଘଟଣା । ୪ଟି ବାଇକ ଓ ଦୁଇଟି କାରକୁ ପିଟିଲା ଏକ ଇଣ୍ଡିକା କାର୍ । ଯେଉଁଥିରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର […]









